ବୁଲା କୁକୁରଙ୍କୁ ମାରିବା ନେଇ ଥାନାରେ ଅଭିଯୋଗ

You are currently viewing ବୁଲା କୁକୁରଙ୍କୁ ମାରିବା ନେଇ ଥାନାରେ ଅଭିଯୋଗ

ଅନୁଗୁଳ: ବୁଲା କୁକୁର ମାରି ତାକୁ ନାଳରେ ପକାଇବା ଅଭିଯୋଗରେ ଅନୁଗୁଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗାନ୍ଧିମାର୍ଗ ଅଞ୍ଚଳର ନିରାକାର ଖଟୁଆ। ସେ ଅଭିଯୋଗ କରିଛନ୍ତିକି ଗତ ୭ ତାରିଖରେ ଗାନ୍ଧିମାର୍ଗ ତାଙ୍କ ବାଇକ ଆଡ୍ଡା ଦୋକାନ ନିକଟରେ ଦୋକାନ ଦେଇଥିବା ସେଲୁନ ଵାଲା କାଳିଆ ଓ ଗାଡି ମେକାନିକ ବିଭୁତି ଗୋଟେ କୁକୁରକୁ ଶାବଳରେ ପିଟି ପିଟି ମାରି ପାଖ ନାଳରେ ପକାଇ ଦେଇଥିଲେ। ଏହା ଦ୍ୱାରା ପରିବେଶ ଦୂଷିତ ହୋଇଥିଲା।

ଜୀବେ ନିଷ୍ଠୁରତା ଆଇନ ଅନୁସାରେ ସେ ଦୁହିଁଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚାର ବିଷୟ ହୋଇଛି।

Share

Leave a Reply