ଅନୁଗୁଳ: ସୋମବାର ସକାଳେ ଅନୁଗୁଳ ଗନ୍ଧିମାର୍ଗ ମିରାନିଆ ଟାୱାର ସମ୍ମୁଖରେ ଦୁଇଟି ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଅନୁଗୁଳ ଶିମିଳିପଡା ପଟୁ ସମ୍ବଲପୁର ଆଡ଼କୁ ଗେଲ ଇଣ୍ଡିଆର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ପାଇଁ ଦେଉଥିବା ଦୁଇଟି ଆମ୍ବୁଲାନ୍ସ ଦୃତ ଗତିରେ ଯାଉଥିବା ବେଳେ ଆଗରେ ଥିବା ଆମ୍ବୁଲାନ୍ସ ଟି ହଠାତ୍ ନିୟନ୍ତ୍ରଣ ହରାଇ ଅଧାଗଢ଼ା ଡିଭାଇଡର ଉପରେ ଚଢ଼ିଯାଇଥିଲ। ଫଳରେ ପଛ ଆମ୍ବୁଲାନ୍ସଟି ଆଗ ଆମ୍ବୁଲାନ୍ସ ସହ ପିଟି ହୋଇଯାଇଥିଲା। ତେବେ ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ଜଣାପଡିଛି ।
ଆମ୍ବୁଲାନ୍ସ କୁ ପିଟିଲା ଆମ୍ବୁଲାନ୍ସ
- Post published:July 11, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul