ଆଇନଜୀବୀ ଦିଲ୍ଲୀରୁ ନିଖୋଜ

You are currently viewing ଆଇନଜୀବୀ ଦିଲ୍ଲୀରୁ ନିଖୋଜ

ଅନୁଗୁଳ: ଅନୁଗୁଳ ଗିତାଗ୍ରାମରେ ରହୁଥିବା ବରିଷ୍ଠ ଆଇନଜୀବୀ ପ୍ରଫୁଲ ଚନ୍ଦ୍ର ଦାସ(୭୨) ନାନୁ ଭାଇ ଗତ ତିନି ତାରିଖ ସନ୍ଧ୍ୟା ୭:୩୦ ସମୟରେ ଦିଲ୍ଲୀ ରେଳ ଷ୍ଟେସନରୁ ନିଖୋଜ ହୋଇଯାଇଛନ୍ତି। ଏକ ତୀର୍ଥ ଯାତ୍ରା ଦଳରେ ଉତ୍ତର ଭାରତ ବୁଲିବାକୁ ଯାଇ ଦିଲ୍ଲୀରେ ସେ ନିଖୋଜ ହୋଇଯାଇଛନ୍ତି। ବହୁ ଖୋଜା ଖୋଜି ପରେ ମଧ୍ୟ ତାଙ୍କର ସନ୍ଧାନ ମିଳିପାରି ନାହିଁ।କେହି ସହୃଦୟ ବ୍ୟକ୍ତି ତାଙ୍କର ସନ୍ଧାନ ପାଇଲେ ନିକଟସ୍ଥ ଥାନାରେ ଜଣାଇବାକୁ ଅନୁରୋଧ।

Share

Leave a Reply