ରାସ୍ତା ଖୋଳି ୩୦ ହଜାର ତଣ୍ଡ ଗଣିଲେ

You are currently viewing ରାସ୍ତା ଖୋଳି ୩୦ ହଜାର ତଣ୍ଡ ଗଣିଲେ

ଅନୁଗୁଳ: ଅନୁଗୁଳ ପୌରପାଳିକା ସହରକୁ ସ୍ଵଚ୍ଛ ସୁନ୍ଦର କରିବା ପାଇଁ ବିବିଧ ପଦକ୍ଷେପ ନେଉଥିଲେ ମଧ୍ୟ କିଛି ଅମାନିଆ ବାସିନ୍ଦା ଆଇନକୁ ମାନୁ ନଥିବାରୁ ପୌର ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି।ଅନୁଗୁଳ ମସଜିଦ ପଛପଟ କଂକ୍ରୀଟ୍ ରାସ୍ତାକୁ ଲକ୍ଷ୍ମୀକାନ୍ତ ନାୟକ ନାମକ ଜଣେ ବ୍ୟକ୍ତି ମନ ଇଚ୍ଛା ଖୋଳି ଦେଇଥିବାରୁ ପୌରପାଳିକାର ଧାରା ୨୫୪ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ୩୦ ହଜାର ଜରିମାନା କରାଯାଇଛି।

Share

Leave a Reply