ଅନୁଗୁଳ: ଆଜି ଅନୁଗୁଳ ସହରର ତାପମାତ୍ରା ୪୦ ଡିଗ୍ରୀ ଓଆର କରିଯାଇଛି। ଆଜିର ସର୍ବାଧିକ ତାପମାତ୍ରା ୪୦.୧ ଡିଗ୍ରୀରେ ପହଞ୍ଚି ଥିଲା। ପ୍ରଚଣ୍ଡ ଖରା ଯୋଗୁଁ ସକାଳ ୯ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଘରୁ ବାହାରି ହେଉନାହିଁ। ଖରା ଯୋଗୁଁ ଲସି,ତରଭୁଜ ଦୋକାନ ରେ ଭିଡ ଦେଖିବାକୁ ମିଳୁଛି।ଖରା ତେଜ ଯୋଗୁଁ ଯାଯାବର ଲୋକ ମାନେ କଷ୍ଟ ପାଉଥିବା ବେଳେ ବଜାରରେ ଏସି,କୁଲର,ପଙ୍ଖା ବିକ୍ରି ବୃଦ୍ଧି ପାଇଛି।
ଡରାଇଲାଣି ଖରା: ୪୦ ଡିଗ୍ରୀରେ ସିଝିଲା ସହର
- Post published:April 11, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul