ଭାରତୀୟ ଯୋଗ ସଂସ୍ଥା କେନ୍ଦ୍ରର ବାର୍ଷିକ ଉତ୍ସବ ଆୟୋଜିତ

You are currently viewing ଭାରତୀୟ ଯୋଗ ସଂସ୍ଥା କେନ୍ଦ୍ରର ବାର୍ଷିକ ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତୁରଙ୍ଗ ଯୋଗ କେନ୍ଦ୍ର ‘ଭାରତୀୟ ଯୋଗ ସଂସ୍ଥାନ’ର ବାର୍ଷିକ ଉତ୍ସବ ସ୍ଥାନୀୟ ଓଡିଶା ବ୍ରିଗେଡ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ସମସ୍ତ ସାଧକ, ସାଧିକା, ଯୋଗ ଶିକ୍ଷକ ବୃନ୍ଦ, ଜିଲ୍ଲା ଅଧିକାରୀ, କେନ୍ଦ୍ର ଅଧିକାରୀ, କ୍ଷେତ୍ର ଅଧିକାରୀ, କେନ୍ଦ୍ର ପ୍ରମୁଖ, ଉପ କେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଏହି ସଂସ୍ଥା ସଂପୂର୍ଣ୍ଣ ନିଃଶୁଳ୍କ ଓ ଜିଲ୍ଲାରେ ସମୁଦାୟ ୮ଟି ଯୋଗ ସେଣ୍ଟରରେ ସକାଳୁ ଯୋଗାଭ୍ୟାସ କରାଉଛି।

Share

Leave a Reply