ଅନୁଗୁଳ କ୍ରିକେଟ ଆସୋସିଏସନ୍ନିର୍ବାଚନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ନିର୍ବାଚନ ଆପାତତଃ ଆଜି ସରି ଯାଇଛି।ନିର୍ବାଚନ ଅଧିକାରିଙ୍କ ରୁଲିଂ ଅନୁସାରେ ଆଜି ନାମାଙ୍କନ ପତ୍ର ଦାଖଲର ଦିନଥିଲା। କିନ୍ତୁ ସମସ୍ତ ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଥିବା ଘୋଷଣା ହେଲା। ଚଳିତ ବର୍ଷ ପ୍ରଥମ…

Continue Readingଅନୁଗୁଳ କ୍ରିକେଟ ଆସୋସିଏସନ୍ନିର୍ବାଚନ

ଅନୁଗୁଳର ବଦଳୁଛି ରୂପରେଖ: କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ସଫଳତାର ଏକ ବର୍ଷ

ଅନୁଗୁଳ: ଅନୁଗୁଳ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସତ୍ୟପ୍ରକାଶ ତ୍ରିପାଠୀ ଆଜି ଏକ ବର୍ଷ ପୂରଣ କରିଛନ୍ତି। ଚାନ୍ଦବାଲି ଏନଏସିରୁ ବଦଳି ହୋଇ ଆସିବା ପରେ ନିଜର ନିଷ୍ଠା, ଦାୟିତ୍ଵବୋଧ ଏବଂ ସମୟାନୁବର୍ତ୍ତିତା ବଳରେ ସେ ସହରବାସୀଙ୍କ ମନ ଜିତିବା…

Continue Readingଅନୁଗୁଳର ବଦଳୁଛି ରୂପରେଖ: କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ସଫଳତାର ଏକ ବର୍ଷ

ଜିଲ୍ଲା ଗ୍ରାମାଞ୍ଚଳ ଫୁଟ୍‌ବଲ ଲିଗ୍‌ତଳମୂଳ  ଓ ବାଗେଡିଆ ବିଜୟୀ

ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଆୟୋଜିତ ଅନୁଗୁଳ ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗ୍‌ର ଆଜିର ପ୍ରଥମ ମ୍ୟାଚ୍‌ରେ  ତଳମୂଳ ୫-୦ ଗୋଲରେ ଜରପଡାକୁ ପରାସ୍ତ କରିଥିଲା। ଦ୍ଵିତୀୟ ମ୍ୟାଚ୍ ଟି ବାଗେଡିଆ ଓ ତାଳଚେର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ବାଗେଡିଆ…

Continue Readingଜିଲ୍ଲା ଗ୍ରାମାଞ୍ଚଳ ଫୁଟ୍‌ବଲ ଲିଗ୍‌ତଳମୂଳ  ଓ ବାଗେଡିଆ ବିଜୟୀ

ନାଲକୋନଗରରେ ଆଦିବାସୀ ମେଳା: କୋରାପୁଟ କଫି,ମିଲେଟ ପ୍ରଡକ୍ଟ ଓ ଆଦିବାସୀ ନୃତ୍ୟ ମୁଖ୍ୟ ଆକର୍ଷଣ

ଅନୁଗୁଳ: ସାଇ ପରିଚୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେଉଥିବା ନାଲକୋ ନଗର ଆଦିବାସୀ ମେଳା  ଆୟୋଜନ ନେଇ ଗୁରୁବାର ଅନୁଗୁଳରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ସଂସ୍ଥା ପକ୍ଷରୁ ଅମିୟ କୁମାର ମହାନ୍ତି,ସିଦ୍ଧାର୍ଥ ପ୍ରଧାନ,ବିଶ୍ବରଂଜନ ଦାସ,ଅମିତ୍ ସ୍ୱରୂପ ମହାପାତ୍ର,ଆଦିତ୍ୟ…

Continue Readingନାଲକୋନଗରରେ ଆଦିବାସୀ ମେଳା: କୋରାପୁଟ କଫି,ମିଲେଟ ପ୍ରଡକ୍ଟ ଓ ଆଦିବାସୀ ନୃତ୍ୟ ମୁଖ୍ୟ ଆକର୍ଷଣ

ଜିଲ୍ଲାସ୍ତରୀୟ ବାର୍ଷିକ ସ୍କାଉଟ୍ସ ଓ ଗାଇଡ୍ସ କ୍ୟାମ୍ପୋରି

ଅନୁଗୁଳ: ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ବାର୍ଷିକ କ୍ୟାମ୍ପୋରି ଅନୁଷ୍ଠିତ ହୋଇଯାଇଛି। ବୁଧବାର ସକାଳ ୧୦ ଘଟିକା ସମୟରେ ଅନୁଷ୍ଠାନ ମୁଖ୍ୟ କମିଶନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ…

Continue Readingଜିଲ୍ଲାସ୍ତରୀୟ ବାର୍ଷିକ ସ୍କାଉଟ୍ସ ଓ ଗାଇଡ୍ସ କ୍ୟାମ୍ପୋରି

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦରମା ଘୋଟାଲା: ସୁବ୍ରତଙ୍କ ଛୁଟି ନାମଞ୍ଜୁର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ସୁବ୍ରତ ବେହେରା କୋଟି କୋଟି ଟଙ୍କାର ଦରମା ଘୋଟାଲାରେ ସଂପୃକ୍ତ ଥିବା ଅଭିଯୋଗ ରେ ସିଡିଏମଓ ତାଙ୍କୁ  ଗତ ଅକ୍ଟୋବର ମାସରେ ନିଲମ୍ବନ କରି ଆଠମଲ୍ଲିକ ହସ୍ପିଟାଲରେ ହାଜିରା ଦେବାକୁ…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦରମା ଘୋଟାଲା: ସୁବ୍ରତଙ୍କ ଛୁଟି ନାମଞ୍ଜୁର

ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗପତକା ଓ କାଇଁଶିରିପାଲି ବିଜୟୀ

ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଆୟୋଜିତ ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗର ମଙ୍ଗଳବର ମ୍ୟାଚରେ ପତକା, ଆଠମଲ୍ଲିକ ୫-୦ ଗୋଲରେ କୁଇଓକୁ ପରାସ୍ତ କରିଥିବା ବେଳେ ଦ୍ଵିତୀୟ ମ୍ୟାଚରେ କାଇଁଶିରିପାଲି,ପାଲଲହଡ଼ା ୭-୦ ଗୋଲରେ ବଳରାମପ୍ରସାଦକୁ ପରାସ୍ତ କରିଥିଲା। ଶ୍ରୀମୁଖ ଗଡ଼ନାୟକ ଖେଳ…

Continue Readingଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗପତକା ଓ କାଇଁଶିରିପାଲି ବିଜୟୀ

ବଦଳିଲେ ଅନୁଗୁଳ କଲେଜ ପ୍ରିନ୍ସିପାଲ

ଅନୁଗୁଳ: ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଚିଠି ସଂଖ୍ୟା ୫୬୧୬ ତା ୨.୬.୨୦୨୬  ଅନୁସାରେ ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ନିଳାଞ୍ଚଳ ପଟେଲଙ୍କ କଳାହାଣ୍ଡି ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟକୁ ବଦଳି କରାଯାଇଛି। ଡ଼ା ପଟେଲ ଅନୁଗୁଳ କଲେଜର ଦାୟିତ୍ଵ ନେବା ପରେ…

Continue Readingବଦଳିଲେ ଅନୁଗୁଳ କଲେଜ ପ୍ରିନ୍ସିପାଲ

ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗବଲଣ୍ଡା ୧-୦ ରେ ଖମାରକୁ ହରାଇଲା

ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଆୟୋଜିତ ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗର ଆଜିର ମ୍ୟାଚ କଳିଙ୍ଗ କ୍ଲବ ବଲଣ୍ଡା ବନାମ ଖମାର-ବଗେଡିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ବଲଣ୍ଡା ୧-୦ ଗୋଲରେ ଖମାର କୁ ପରାସ୍ତ କରିଥିଲା। ଖେଳ ପରିଚାଳନା…

Continue Readingଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗବଲଣ୍ଡା ୧-୦ ରେ ଖମାରକୁ ହରାଇଲା

ଅନ୍ୱେଷା ୨.୦ ର ବଡ଼ ସଫଳତା: ୧୯୨ ନିଖୋଜ ମହିଳା ଓ ୧୮ ଶିଶୁ ଉଦ୍ଧାର: ଅନୁଗୁଳ ପୋଲିସର ଅନୁସନ୍ଧାନରେ ନିଖୋଜ ମହିଳା ଓ ଶିଶୁ ମାନଙ୍କୁ ଉଦ୍ଧାର

ଅନୁଗୁଳ: ଜିଲ୍ଲା ପୋଲିସ ପକ୍ଷରୁ ଗତ ଜାନୁୟାରୀ ୨୧ ତାରିଖରୁ ୩୦ ତାରିଖ ମଧ୍ୟରେ ନିଖୋଜ ଥିବା ମହିଳା ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ଅନୁଗୁଳ ଏସ ପି ରାହୁଲ ଜୈନଙ୍କ ତତ୍ବାବଧାନରେ ଟିମ୍ ଗଢ଼ାଯାଇ ଅନୁସନ୍ଧାନ କରାଯିବା ପରେ ନିଖୋଜ…

Continue Readingଅନ୍ୱେଷା ୨.୦ ର ବଡ଼ ସଫଳତା: ୧୯୨ ନିଖୋଜ ମହିଳା ଓ ୧୮ ଶିଶୁ ଉଦ୍ଧାର: ଅନୁଗୁଳ ପୋଲିସର ଅନୁସନ୍ଧାନରେ ନିଖୋଜ ମହିଳା ଓ ଶିଶୁ ମାନଙ୍କୁ ଉଦ୍ଧାର