ଅତ୍ୟାଧୁନିକ ଡେଣ୍ଟାଲ ଓ ଫେସିଆଲ କ୍ଲିନିକ୍ ପୁଷ୍ପା ଗ୍ଲୋଡେଣ୍ଟ ଉଦଘାଟିତ

ଅନୁଗୋଳ: ଅନୁଗୋଳ ହରିମହୁରି ଛକରେ ଅତ୍ୟାଧୁନିକ ଡେଣ୍ଟାଲ ଓ ଫେଶିଆଲ ସର୍ଜରୀ କ୍ଲିନିକ୍ ପୁଷ୍ପା ଗ୍ଲୋଡେଣ୍ଟ ଉଦଘାଟିତ ହୋଇଯାଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି କ୍ଲିନିକ୍ ଉଦଘାଟନ କରି କ୍ଲିନିକ୍ ସହର ବାସୀଙ୍କୁ ଉପଯୁକ୍ତ ସେବା ଯୋଗାଇଦେବ ବୋଲି…

Continue Readingଅତ୍ୟାଧୁନିକ ଡେଣ୍ଟାଲ ଓ ଫେସିଆଲ କ୍ଲିନିକ୍ ପୁଷ୍ପା ଗ୍ଲୋଡେଣ୍ଟ ଉଦଘାଟିତ
Read more about the article ଅନୁଗୋଳରୁ ନାବାଳିକା ଉଦ୍ଧାର: ପୋଷ୍ୟ ବାପା-ମାଆଙ୍କ ନିର୍ଯାତନା ଅଭିଯୋଗ
Oplus_16908288

ଅନୁଗୋଳରୁ ନାବାଳିକା ଉଦ୍ଧାର: ପୋଷ୍ୟ ବାପା-ମାଆଙ୍କ ନିର୍ଯାତନା ଅଭିଯୋଗ

ଅନୁଗୋଳ: କଟକ ଜିଲ୍ଲା ଓଲଟପୁର ଥାନା ଅଞ୍ଚଳରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ପିତୃମାତୃହୀନ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପୋଷ୍ୟ କନ୍ୟା ଭାବେ ରଖିଥିବା ଦମ୍ପତିଙ୍କ ନାଁରେ ସାଙ୍ଘାତିକ ନିର୍ଯାତନା ଅଭିଯୋଗ ହୋଇଛି। ସମ୍ପତ୍ତି ହଡ଼ପ କରିବା ଉଦ୍ଦେଶ୍ୟରେ…

Continue Readingଅନୁଗୋଳରୁ ନାବାଳିକା ଉଦ୍ଧାର: ପୋଷ୍ୟ ବାପା-ମାଆଙ୍କ ନିର୍ଯାତନା ଅଭିଯୋଗ

ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ବରଗଡ଼କୁ ହରାଇ କୁଚିଣ୍ଡା ଚମ୍ପିୟନ୍

ଅନୁଗୋଳ: ସ୍ଥାନୀୟ କଦମ ପଡିଆରେ ଗତ ୭ ତାରିଖରୁ ଚାଲିଥିବା ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କୁଚିଣ୍ଡା ବରଗଡ଼କୁ ପେନାଲଟି ସୁଟ୍ ଆଉଟ୍ ୫-୪ ଗୋଲରେ ପରାସ୍ତ କରି ଚାମ୍ପିୟନ୍ ହୋଇଛି।ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍ପରକୁ ଦୁଇଟି…

Continue Readingଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ବରଗଡ଼କୁ ହରାଇ କୁଚିଣ୍ଡା ଚମ୍ପିୟନ୍

ଖୁବଶୀଘ୍ର ପ୍ରଭାବଶାଳୀ ସ୍ଥିତିରେ ରହିବେ ଧର୍ମେନ୍ଦ୍ର ପ୍ରଧାନ: ସାଂସଦ ରୁଦ୍ର

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗାମୀ ଦିନରେ ଏକ ଅଧିକ ପ୍ରଭାବଶାଳୀ ତଥା ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦେଖିବାକୁ ମିଳିବ ବୋଲି ଢେଙ୍କାନାଳ ସାଂସଦ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ…

Continue Readingଖୁବଶୀଘ୍ର ପ୍ରଭାବଶାଳୀ ସ୍ଥିତିରେ ରହିବେ ଧର୍ମେନ୍ଦ୍ର ପ୍ରଧାନ: ସାଂସଦ ରୁଦ୍ର

ଦୁଃସ୍ଥ କ୍ରୀଡ଼ାବିତ୍ ଦୁଷ୍ମନ୍ତଙ୍କ ସହାୟତା ପାଇଁ ଚିଠି ଲେଖିଲେ ଜିଲ୍ଲାପାଳ

ଅନୁଗୋଳ: ଦୁଃସ୍ଥ କ୍ରୀଡ଼ାବିତ୍ ଦୁଷ୍ମନ୍ତ ପ୍ରଧାନଙ୍କ ସହାୟତା ପାଇଁ ଅନୁଗୋଳର ଲୋକପ୍ରିୟ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତର ନାଲକୋ ନିର୍ବାହୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିବା ଜଣାପଡିଛି। ଅନୁଗୋଳ ସହର ଉପକଣ୍ଠ ତୁରଙ୍ଗ ଗାଁରେ ରହୁଥିବା ଦୁଷ୍ମନ୍ତ ପ୍ରଧାନ ଜଣେ ପ୍ରତିଭା ସମ୍ପନ୍ନ ଆଥଲେଟ୍।…

Continue Readingଦୁଃସ୍ଥ କ୍ରୀଡ଼ାବିତ୍ ଦୁଷ୍ମନ୍ତଙ୍କ ସହାୟତା ପାଇଁ ଚିଠି ଲେଖିଲେ ଜିଲ୍ଲାପାଳ

ଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ଅନୁଗୋଳକୁ ହରାଇ କୁଚିଣ୍ଡା ବିଜୟୀ

ଅନୁଗୋଳ: ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ କୁଚିଣ୍ଡା ୨-୧ ଗୋଲ ବ୍ୟବଧାନରେ ଅନୁଗୋଳକୁ ପରାସ୍ତ କରିଥିଲା। କୁଚିଣ୍ଡା ଦଳର ଚିନି କିଷାନ୍ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ଏପିଡି ମୁଖ୍ୟ ଅତିଥି…

Continue Readingଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ଅନୁଗୋଳକୁ ହରାଇ କୁଚିଣ୍ଡା ବିଜୟୀ

ବିଶ୍ବ ଅଙ୍ଗଦାନ ଦିବସ ପାଳିତ

ଅନୁଗୋଳ: ଗତ ୧୩ ତାରିଖ  ଦିନ ନାଲକୋ ଡାକ୍ତରଖାନା ସଭାଗୃହରେ ବିଶ୍ବ  ଅଙ୍ଗଦାନ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରଫେସର  ଶାନ୍ତନୁ କୁମାର  ସର ମୁଖ୍ୟଅତିଥି ଭାବରେ ଯୋଗଦେଇ  ଅଙ୍ଗଦାନର ଆବଶ୍ୟକତା ଓ ଗୁରୁତ୍ବ ଦୃଷ୍ଟିରୁ ଏଥିପାଇଁ ବ୍ୟାପକ  ଜନସଚେତନା ସୃଷ୍ଟି…

Continue Readingବିଶ୍ବ ଅଙ୍ଗଦାନ ଦିବସ ପାଳିତ

ଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ଢେ଼ଙ୍କାନାଳକୁ ହରାଇ ଅନୁଗୋଳ ବିଜୟୀ

ଅନୁଗୋଳ: ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ଦିବସରେ ପପୁଲାର କ୍ଳବ୍ ଢେ଼ଙ୍କାନାଳ ଓ ଅନୁଗୋଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଅନୁଗୋଳ ୨-୧ ଗୋଲରେ ବିଜୟୀ ହୋଇଥିଲା। ଅନୁଗୋଳର ଘାସିରାମ ମାରାଣ୍ଡି ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ…

Continue Readingଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ଢେ଼ଙ୍କାନାଳକୁ ହରାଇ ଅନୁଗୋଳ ବିଜୟୀ

ଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ସ୍ପୋର୍ଟସ ହଷ୍ଟେଲ କଟକକୁ ହରାଇ କେଉଁଝର ବିଜୟୀ

ଅନୁଗୋଳ: ସ୍ଥାନୀୟ କଦମ ପଡିଆରେ ଚାଲିଥିବା ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗୁରୁବାର ମ୍ୟାଚ୍ ସ୍ପୋର୍ଟସ ହଷ୍ଟେଲ କଟକ ଓ ରାଇଯିଂ ଷ୍ଟାର୍ କେଉଁଝର ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ହୋଇଥିଲା।ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ୍…

Continue Readingଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ସ୍ପୋର୍ଟସ ହଷ୍ଟେଲ କଟକକୁ ହରାଇ କେଉଁଝର ବିଜୟୀ

ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଓ ଜରିମାନା

ଅନୁଗୋଳ: ଅନୁଗୋଳ ସହର ସିମିଳିପଡ଼ା ଅଞ୍ଚଳରେ ଘଟିଥିବା ଏକ ଶିଶୁ କନ୍ୟା ଦୁଷ୍କର୍ମ ମାମଲାରେ ଅଦାଲତ ଆଜି ଐତିହାସିକ ରାୟ ଶୁଣାଇଛନ୍ତି। ଅନୁଗୋଳ ଫାଷ୍ଟ ଟ୍ରାକ ଜଜ୍ ବିରଞ୍ଚି ନାରାୟଣ ମିଶ୍ର ଅଭିଯୁକ୍ତ କାଳିଆ ଓରଫ ସତ୍ୟବ୍ରତ ମିଶ୍ରକୁ ଆଜୀବନ ସଶ୍ରମ କାରାଦଣ୍ଡ ଏବଂ ୩୦ ହଜାର ଟଙ୍କା ଜରିମାନାଦେଶ ଦେଇଛନ୍ତି। ୨୦୨୫ ମସିହା ମେ’ ୧୯ ତାରିଖରେ ୭ ବର୍ଷୀୟା ନାବାଳିକାଙ୍କୁ ଏଭଳି ଅମାନୁଷିକ ଯୌନ ନିର୍ଯାତନା ଦିଆଯାଇଥିଲା। ପୀଡ଼ିତାଙ୍କ ମାଆଙ୍କ ଏତଲା ଅନୁସାରେ ଅନୁଗୋଳ ଥାନା ପୋଲିସ ତୁରନ୍ତ ମାମଲା ରୁଜୁ କରି ଦ୍ରୁତ ତଦନ୍ତ ସହ ଚାର୍ଜସିଟ୍ ଦାଖଲ କରିଥିଲା। ବୈଜ୍ଞାନିକ ପ୍ରମାଣ, ଡାକ୍ତରୀ ରିପୋର୍ଟ ଏବଂ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି କଠୋର ଦଣ୍ଡବିଧାନ କରାଯାଇଛି।ଏହାସହ ପୀଡ଼ିତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୭ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Continue Readingଶିଶୁକନ୍ୟାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଓ ଜରିମାନା