ଜିଲ୍ଲାପାଳଙ୍କ ଜନଶୁଣାଣିରେ ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଦାବି: ତାଳଚେର ଅଞ୍ଚଳରେ ନିଯୁକ୍ତି, ରାସ୍ତା କାମ କରିବା ଉପରେ ଗୁରୁତ୍ୱ
ଅନୁଗୁଳ: ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣିରେ ତିନି ଦଫା ସମ୍ମଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ତାଳଚେର ଉପଖଣ୍ଡର ଯୁବକ ଯୁବତୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଖଣି ଖାଦାନ କଳକାରଖାନା ଭିତରେ କାର୍ଯ୍ୟରତ…