ଅନନ୍ୟ ଜଗନ୍ନାଥ ଭକ୍ତି:୮୯ ବର୍ଷରେ ପୁରୀ ରଥଯାତ୍ରା ଯାଉଛନ୍ତି ଗୋଲାପ ସାହୁ

ଅନୁଗୁଳ: ବୟସ ୮୯, ଅଣ୍ଟା ନଇଁ ଗଲାଣି, ଆଖିକୁ ଭଲ ଦିଶୁନି ହେଲେ ଜଗନ୍ନାଥଙ୍କ ପ୍ରତି ରହିଛି ତାଙ୍କର ଅସୁମାରୀ ଶ୍ରଦ୍ଧା। ଶୟନେ,ସ୍ୱପନେ, ଜାଗରଣେ ସେ ଜଗନ୍ନାଥଙ୍କୁ ହିଁ ଦେଖନ୍ତି। ଜୀବନର ସବୁକିଛି ସେ ଜଗନ୍ନାଥଙ୍କୁ ହିଁ ସମର୍ପି ଦେଇଛନ୍ତି। ସେ…

Continue Readingଅନନ୍ୟ ଜଗନ୍ନାଥ ଭକ୍ତି:୮୯ ବର୍ଷରେ ପୁରୀ ରଥଯାତ୍ରା ଯାଉଛନ୍ତି ଗୋଲାପ ସାହୁ

ଟ୍ରାନ୍ସଫର୍ମର ସ୍ଥାନାନ୍ତର ପାଇଁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଗୁହାରି କଲେ ଆଠମଲ୍ଲିକର ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଗୁଣ୍ଡୁରୀଖଳି ଗ୍ରାମରେ ଥିବା ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗ୍ରାମବାସୀ। ସୋମବାର ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗୁଣ୍ଡୁରୀଖଳି ଗ୍ରାମର ଅରୁଣ କୁମାର ସାହୁ, ବିଶ୍ବଜିତ…

Continue Readingଟ୍ରାନ୍ସଫର୍ମର ସ୍ଥାନାନ୍ତର ପାଇଁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଗୁହାରି କଲେ ଆଠମଲ୍ଲିକର ଯୁବକ

ଭୁବନେଶ୍ୱରରେ ଅନୁଗୁଳ ଛାତ୍ରୀଙ୍କ କମାଲ: ଡିଏଭି ଜଗନ୍ନାଥ କ୍ଷେତ୍ରର ଛାତ୍ରୀ ପି.ଶୁଭଶ୍ରୀଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ୭୬ ତମ ବନ ମହୋତ୍ସବ ଅବସରରେ ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ପ୍ରତିଯୋଗିତାରେ ଅନୁଗୁଳର ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଛନ୍ତି। ବରିଷ୍ଠ ବିଭାଗରେ ଡିଏଭି ଜଗନ୍ନାଥ କ୍ଷେତ୍ରର…

Continue Readingଭୁବନେଶ୍ୱରରେ ଅନୁଗୁଳ ଛାତ୍ରୀଙ୍କ କମାଲ: ଡିଏଭି ଜଗନ୍ନାଥ କ୍ଷେତ୍ରର ଛାତ୍ରୀ ପି.ଶୁଭଶ୍ରୀଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ସମିତି ସଭ୍ୟଙ୍କୁ ଉପେକ୍ଷା କରିବାକୁ ବିରୋଧ, ବ୍ଲକ ଅଫିସ ସମ୍ମୁଖରେ ଦେଲେ ଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ସମିତି ସଭ୍ୟଙ୍କୁ ସବୁ କ୍ଷେତ୍ରରେ ଉପେକ୍ଷା କରାଯାଉଥିବା ଅଭିଯୋଗ କରି କିଛି ସଭ୍ୟ ବିଡିଓଙ୍କ  କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି। ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ପୂର୍ବାହ୍ନରେ ବିଡିଓଙ୍କ ଅଫିସ ପ୍ରକୋଷ୍ଠ ସମ୍ମୁଖରେ…

Continue Readingସମିତି ସଭ୍ୟଙ୍କୁ ଉପେକ୍ଷା କରିବାକୁ ବିରୋଧ, ବ୍ଲକ ଅଫିସ ସମ୍ମୁଖରେ ଦେଲେ ଧାରଣା

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୭୧ଟି ଅଭିଯୋଗ ଗ୍ରହଣ

ଅନୁଗୁଳ: ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅତରଙ୍କ ଅଧ୍ୟକ୍ଷତାରେ କିଶୋରନଗର ବ୍ଲକ୍‌ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ। ସମୁଦାୟ ୭୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୫୨ଟି…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୭୧ଟି ଅଭିଯୋଗ ଗ୍ରହଣ

ଠିକାଦାରଙ୍କ ଅବହେଳାରୁ ଇଲେକ୍ଟ୍ରି ତାର ଲାଗି ଗଲା ମହିଳାଙ୍କ ଜୀବନ, କ୍ଷତି ପୂରଣ ଦାବିରେ ରାସ୍ତା ରୋକ

ଅନୁଗୁଳ: ବିଦ୍ୟୁତ ଆଘାତରେ ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ପଞ୍ଚାୟତର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ଓଡ଼ଶ ମୌଜା ପାଟପଡା ସାହିର ସ୍ବର୍ଗତ ପଳଉ ମହାକୁଳଙ୍କ ସ୍ତ୍ରୀ ବନବାସୀ ମହାକୁଳ (୫୬)।  ସୂଚନା ମୁତାବକ, ସୋମବାର…

Continue Readingଠିକାଦାରଙ୍କ ଅବହେଳାରୁ ଇଲେକ୍ଟ୍ରି ତାର ଲାଗି ଗଲା ମହିଳାଙ୍କ ଜୀବନ, କ୍ଷତି ପୂରଣ ଦାବିରେ ରାସ୍ତା ରୋକ

ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ, ଡିଜେ ସମ୍ପୂର୍ଣ୍ଣ ନିଷିଦ୍ଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଗଣପର୍ବ ପ୍ରସିଦ୍ଧ ଗଣେଶ ପୂଜାର ପ୍ରସ୍ତୁତି ବୈଠକ ସ୍ଥାନୀୟ ଦେଉଳବେଡ଼ା ସ୍ଥିତ ଡିସିଆଇ ହଲରେ ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ଉପଜିଲ୍ଲାପାଳ ସମୀର କୁମାର ଜେନା (ଆଇଏଏସ )ଙ୍କ ଅଧ୍ୟକ୍ଷତାରେ…

Continue Readingତାଳଚେର ପ୍ରସିଦ୍ଧ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ, ଡିଜେ ସମ୍ପୂର୍ଣ୍ଣ ନିଷିଦ୍ଧ

୯ ଜୁଲାଇ ସାଧାରଣ ଧର୍ମଘଟରେ ସାମିଲ ହେବାକୁ ଶ୍ରମିକ ସଙ୍ଗଠନର ଆହ୍ୱାନ, ପ୍ରଥପ୍ରାନ୍ତ ସଭା ଆୟୋଜିତ

ଅନୁଗୁଳ: କେନ୍ଦ୍ର ବିଜେପି ସରକାରଙ୍କ ଜନ ବିରୋଧୀ ନୀତି ଓ ପଦକ୍ଷେପର ପ୍ରତିବାଦରେ ୯ ଜୁଲାଇରେ ସାଧାରଣ ଧର୍ମଘଟ କରୁଛନ୍ତି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡେରେସନ ସମୂହ। ଏହାକୁ ସଫଳ କରିବାକୁ ସୋମବାର ସନ୍ଧ୍ଯାରେ ଏନଟିପିସି କଣିହାଁ ସମ୍ମୁଖ…

Continue Reading୯ ଜୁଲାଇ ସାଧାରଣ ଧର୍ମଘଟରେ ସାମିଲ ହେବାକୁ ଶ୍ରମିକ ସଙ୍ଗଠନର ଆହ୍ୱାନ, ପ୍ରଥପ୍ରାନ୍ତ ସଭା ଆୟୋଜିତ

ଘରୋଇ ଋଣ ନେଇ ସୁଧ ଦେଇପାରିଲେନି… ଚାପରେ ଯୁବକଙ୍କ ଆତ୍ମହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମରେ ଘରୋଇ ଋଣ ଚାପରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଝିଣ୍ଟିପାଳ ଗ୍ରାମର ମଦନ ଗୋଛାୟତ।ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମଦନ ୫ ବର୍ଷ ପୂର୍ବରୁ…

Continue Readingଘରୋଇ ଋଣ ନେଇ ସୁଧ ଦେଇପାରିଲେନି… ଚାପରେ ଯୁବକଙ୍କ ଆତ୍ମହତ୍ୟା

ଗାଈ ଗୁହାଳ ପାଲଟିଛି ଜାତୀୟ ରାଜପଥ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବଅଁରପାଳ  ଠାରୁ ବଡକେରା ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥ  ଗାଈଗୋରୁ ମାନଙ୍କ ଗୁହାଳ ପାଲଟିଛି। ବିଶେଷ କରି ରାତିରେ ଗାଡ଼ି ଚଳେଇବା ବିପଦ ସୃଷ୍ଟି କରୁଛି। ଜିଲ୍ଲାରେ କାଞ୍ଜିଆ ହୁଦାର ବ୍ୟବସ୍ଥା ନ ଥିବାବେଳେ ଗାଈ…

Continue Readingଗାଈ ଗୁହାଳ ପାଲଟିଛି ଜାତୀୟ ରାଜପଥ