ସରିଲା ରାସନ କାର୍ଡ ଇ-କେୱାଇସି ଯାଞ୍ଚ ଅବଧି: ଅପଡେଟ କରିନଥିଲେ ୩ ମାସ ସସପେଣ୍ଡ ହେବ କାର୍ଡ, ମିଳିବନି ଚାଉଳ

ଭୁବନେଶ୍ୱର: ରାସନ୍‌ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ଖବର। ଆଜି ସରିଲା ଇ-କେୱାଇସି ଯାଞ୍ଚ ଅବଧି। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଆଜି e-KYC ଯାଞ୍ଚ କରିବାର ଶେଷ ତାରିଖ ଥିଲା। ଯେଉଁମାନେ ଆଜି e-KYC ନକରିଛନ୍ତି ୩…

Continue Readingସରିଲା ରାସନ କାର୍ଡ ଇ-କେୱାଇସି ଯାଞ୍ଚ ଅବଧି: ଅପଡେଟ କରିନଥିଲେ ୩ ମାସ ସସପେଣ୍ଡ ହେବ କାର୍ଡ, ମିଳିବନି ଚାଉଳ

ରାଜପଥରେ ଗାଡ଼ି ଚେକିଂ ବେଳେ ଅଘଟଣ: ଟ୍ରକ ଧକ୍କାରେ ପୋଲିସ ଡ୍ରାଇଭର ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ୫୫ ନମ୍ବର ଜାତୀୟ ରାଜପଥର କୁଟାସିଙ୍ଗା ଫାସିପାଳ ମଠ ନିକଟରେ ଆଜି ଏକ ଟ୍ରକ ଧକ୍କାରେ ଜଣେ ପିସିଆର୍ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଆଜି ମଧ୍ୟାହ୍ନ ସମୟରେ ୫୫ ନମ୍ବର ଜାତୀୟ…

Continue Readingରାଜପଥରେ ଗାଡ଼ି ଚେକିଂ ବେଳେ ଅଘଟଣ: ଟ୍ରକ ଧକ୍କାରେ ପୋଲିସ ଡ୍ରାଇଭର ମୃତ

ଦାଦନ ଦୁଃଖ! ରୋଜଗାର କରିବାକୁ ଯାଇଥିଲେ, ଶବ ହୋଇ ଫେରିଲେ ଅନୁଗୁଳ ଯୁବକ

ଅନୁଗୁଳ: ରୋଜଗାର କରିବାକୁ ଯାଇଥିଲେ, ଶବ ହୋଇ ଫେରିଲେ। ଆନ୍ଧ୍ରରେ ମୂଲ ଲାଗିବାକୁ ଯାଇଥିବା ଅନୁଗୁଳ ଜିଲ୍ଲାର ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସ୍ଥାନୀୟ ପାଳଲହଡ଼ା ଉପଖଣ୍ଡ ଚଷାଗୁରୁଜାଙ୍ଗ ଗ୍ରାମର ଠଣ ସୁନ୍ଦର ସାହୁଙ୍କ ମା ଛେଉଣ୍ଡ ପୁଅ ସନ୍ତୋଷ…

Continue Readingଦାଦନ ଦୁଃଖ! ରୋଜଗାର କରିବାକୁ ଯାଇଥିଲେ, ଶବ ହୋଇ ଫେରିଲେ ଅନୁଗୁଳ ଯୁବକ

ଆହତ ଘଡ଼ିଆଳର ଚାଲିଛି ଚିକିତ୍ସା, ମୃତ୍ୟୁ ଖବର ଗୁଜବ: ଡିଏଫଓ

ଅନୁଗୁଳ: ଜୁନ ୨୨ ତାରିଖରେ ମହାନଦୀର ସାତକୋଶିଆ ଗଣ୍ଡରେ ମଗର ଓ ଘଡ଼ିଆଳ ଲଢେଇରେ ଥଣ୍ଟ ଛିଣ୍ଡିଥିବା ବୟସ୍କ ଘଡ଼ିଆଳର ଚିକିତ୍ସା କରୁଛି ବନବିଭାଗ। ଆହତ ଘଡ଼ିଆଳକୁ ନଦୀରୁ ଉଦ୍ଧାର କରି ଟିକରପଡା ସ୍ଥିତ ଚିଡିଆଖାନା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସାତକୋଶିଆ…

Continue Readingଆହତ ଘଡ଼ିଆଳର ଚାଲିଛି ଚିକିତ୍ସା, ମୃତ୍ୟୁ ଖବର ଗୁଜବ: ଡିଏଫଓ

୫ ଦିନ ହେଲାଣି ପୋଡ଼ିଲାଣି ଟ୍ରାନ୍ସଫର୍ମର, ପାଇକସାହିରେ କିଟିକିଟି ଅନ୍ଧାର

ଅନୁଗୁଳ: ୫ ଦିନ ହେଲାଣି ପୋଡ଼ିଲାଣି ଟ୍ରାନ୍ସଫର୍ମର। ଏଯାଏଁ ଗାଁକୁ ଆସିଲି ଲାଇନ। ଅନ୍ଧାରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପାଇକ ସାହି। ଅଞ୍ଚଳବାସୀଙ୍କ କହିବାନୁଯାୟୀ, ୧୫୦ ଟି ପରିବାରକୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଗାଁରେ ୧୦୦ କେଭି…

Continue Reading୫ ଦିନ ହେଲାଣି ପୋଡ଼ିଲାଣି ଟ୍ରାନ୍ସଫର୍ମର, ପାଇକସାହିରେ କିଟିକିଟି ଅନ୍ଧାର

ରଥଯାତ୍ରାରେ ଡାକ୍ତରାଣୀଙ୍କ ଠାରୁ ଭ୍ୟାନିଟି ଲୁଟ, ଝାଡ଼ଖଣ୍ଡୀ ଚୋରଣୀ ଗିରଫ

ଅନୁଗୁଳ: ଶୁକ୍ରବାର ରଥଯାତ୍ରା ଭିଡ଼ରେ ଥାନା ଛକ ନିକଟରେ ଜଣେ ମହିଳା ଡାକ୍ତରଙ୍କ ଠାରୁ ମନି ପର୍ସ ଚୋରି ହୋଇଛି। ଏନେଇ ଡାକ୍ତର ଜଣକ ସଂଗେ ସଂଗେ ନିକଟରେ ଡ୍ୟୁଟିରେ ଥିବା ଜଣେ ମହିଳା ପୋଲିସକୁ ଜଣାଇଥିଲେ। ଡାକ୍ତରାଣୀଙ୍କ ଅଭିଯୋଗ କ୍ରମେ…

Continue Readingରଥଯାତ୍ରାରେ ଡାକ୍ତରାଣୀଙ୍କ ଠାରୁ ଭ୍ୟାନିଟି ଲୁଟ, ଝାଡ଼ଖଣ୍ଡୀ ଚୋରଣୀ ଗିରଫ

ଜିନ୍ଦଲନଗରରେ ରଥଯାତ୍ରା ପାଳିତ: ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଅନୁଗୁଳ: ଦେବଭୂମି ଜିନ୍ଦଲନଗରରେ ପବିତ୍ର ଘୋଷଯାତ୍ରା  ଆରମ୍ଭ ହୋଇଛି। ଏହି ଯାତ୍ରା ଦେଖିବାକୁ ଆଖପାଖ ଗ୍ରାମାଞ୍ଚଳ ଏବଂ ଅନୁଗୁଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ,ତାଙ୍କ ଧର୍ମ ପତ୍ନୀ ତଥା…

Continue Readingଜିନ୍ଦଲନଗରରେ ରଥଯାତ୍ରା ପାଳିତ: ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ରଥଯାତ୍ରାରେ ଅନ୍ନ ସେବା ଯୋଗାଇଲେ ଅନୁଗୁଳ ଓକିଲ ସଂଘର କାର୍ଯ୍ୟକର୍ତ୍ତା, ମହତ କାର୍ଯ୍ୟକୁ ପ୍ରଶଂସା

ଅନୁଗୁଳ: ରଥଯାତ୍ରା ଅବସରରେ ଜାତୀୟ ରାଜପଥସ୍ଥିତ ବଡଦାଣ୍ଡରେ ସେବା ଯୋଗାଇଛନ୍ତି ଅନୁଗୁଳ ଓକିଲ ସଂଘର କାର୍ଯ୍ୟକର୍ତ୍ତା। ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସେବା କାର୍ଯ୍ୟରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି…

Continue Readingରଥଯାତ୍ରାରେ ଅନ୍ନ ସେବା ଯୋଗାଇଲେ ଅନୁଗୁଳ ଓକିଲ ସଂଘର କାର୍ଯ୍ୟକର୍ତ୍ତା, ମହତ କାର୍ଯ୍ୟକୁ ପ୍ରଶଂସା

ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଅବୈଧ ଚାଲାଣ ବିରୋଧ ଦିବସ: ସଚେତନତା ଶୋଭାଯାତ୍ରା ଆୟୋଜିତ

ଅନୁଗୁଳ: ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଅବୈଧ ଚାଲାଣ ବିରୋଧ ଦିବସ ଉପଲକ୍ଷେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଛି। ଏଥ‌ିରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରା ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ର ଠାରୁ ବାହାରି ସହର ପରିକ୍ରମା କରି ସଭାଘର…

Continue Readingଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଅବୈଧ ଚାଲାଣ ବିରୋଧ ଦିବସ: ସଚେତନତା ଶୋଭାଯାତ୍ରା ଆୟୋଜିତ

ଡକାୟତି ଯୋଜନା ପଣ୍ଡ: ୬ କୁଖ୍ୟାତ ଡକାୟତ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ଅନୁଗୁଳ: ଡକାୟତି ଯୋଜନା ପଣ୍ଡ। ତାଳଚେର କଲେଜ ପଡିଆ ନିକଟ ଜଙ୍ଗଲ ପାଖରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଏକ କୁଖ୍ୟାତ ଗ୍ୟାଙ୍ଗକୁ ମାଡି ବସିଲା ତାଳଚେର ପୋଲିସ। ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଦୁଇଟି…

Continue Readingଡକାୟତି ଯୋଜନା ପଣ୍ଡ: ୬ କୁଖ୍ୟାତ ଡକାୟତ ଗିରଫ, ଅସ୍ତ୍ରଶସ୍ତ୍ର ଜବତ