ଅନୁଗୁଳ ଜିଲ୍ଲା ପୋଲିସ ୭୦ତମ ରାଜ୍ୟସ୍ତରୀୟ ଡ୍ୟୁଟି ମିଟ୍ରେ ହାସଲ କଲା ଦ୍ୱିତୀୟ ସ୍ଥାନ
ଅନୁଗୁଳ: ୭୦ତମ ରାଜ୍ୟସ୍ତରୀୟ ପୋଲିସ ଡ୍ୟୁଟି ମିଟ୍ରେ ଅନୁଗୁଳ ଜିଲ୍ଲା ପୋଲିସ ୩୪ଟି ଜିଲ୍ଲା ମଧ୍ୟରେ ଶ୍ରେଷ୍ଠ ସାମଗ୍ରିକ ପ୍ରଦର୍ଶନ ପାଇଁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ସଫଳତା ପାଇଁ ଜିଲ୍ଲା ପୋଲିସକୁ ₹୧୫,୦୦୦/- ପୁରସ୍କାର ପ୍ରଦାନ କରାଯାଇଛି। ବ୍ୟକ୍ତିଗତ…



