ହ୍ୟାକ ହେଉଛି ଟେଲିଗ୍ରାମ ଆକାଉଣ୍ଟ
ଅନୁଗୁଳ: ବର୍ତ୍ତମାନ ଯୁଗରେ ସାମାଜିକ ଗଣମାଧ୍ୟମ ସମସ୍ତଙ୍କ ଭିତରେ ଯୋଗାଯୋଗର ମୂଳସୁତ୍ର ପାଲଟିଛି। ଏପରିକି ଘଣ୍ଟାଏ ହେଲେ କେହି ବିନା ସାମାଜିକ ଗଣମାଧ୍ୟମରେ ରହିବା ଅସମ୍ଭବ ହୋଇ ପଡିଛି। ଫେସବୁକ, ହ୍ଵାଟ୍ସଆପ, ଟେଲିଗ୍ରାମ ଭଳି ଅନେକ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ବର୍ତ୍ତମାନ…



