ଅନୁଗୁଳରେ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା

ଅନୁଗୁଳ: "ଧରତୀ ଆଵା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ"ର ଅଂଶ ଭାବେ ଅନୁଗୁଳ ଜିଲ୍ଲାରେ "ଆଦି କର୍ମଯୋଗୀ ଅଭିଯାନ" ପାଇଁ ୩ ଦିନିଆ ଜିଲ୍ଲାସ୍ତରୀୟ କର୍ମଶାଳା ଆରମ୍ଭ ହୋଇଛି।୦୪.୦୯.୨୦୨୫ରୁ ୦୬.୦୯.୨୦୨୫ ପର୍ଯ୍ୟନ୍ତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର…

Continue Readingଅନୁଗୁଳରେ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା

ଛେଣ୍ଡିପଦାରେ ପାହାଡ଼ ଧସିଲା: ପାତ୍ରପଡା-ହଣ୍ଡପା ରାସ୍ତାରେ ଯାତାୟାତ ଠପ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ର ପାତ୍ରପଡା ନିକଟସ୍ଥ ଦେବୀନଗର ପାହାଡ଼ରୁ ଭୂସ୍ଖଳନ ହେବା ଫଳରେ ପାତ୍ରପଡା-ହଣ୍ଡପା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗତ ତିନି ଦିନର ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ମାଟି ଓ ଅତଡ଼ା ଖସି ରାସ୍ତା…

Continue Readingଛେଣ୍ଡିପଦାରେ ପାହାଡ଼ ଧସିଲା: ପାତ୍ରପଡା-ହଣ୍ଡପା ରାସ୍ତାରେ ଯାତାୟାତ ଠପ୍

ସର୍ବଭାରତୀୟ ସ୍ତରରେ ଖେଳିବେ ଅନୁଗୁଳ ପୁଅ ଅଂଶୁମାନ, ହାମର ଥ୍ରୋରେ ନେବେ ଭାଗ

ଅନୁଗୁଳ: ସର୍ବଭାରତୀୟ ସ୍ତରରେ ଖେଳିବେ ଅନୁଗୁଳର ପୁଅ। ଅନୁଗୁଳ ଜିଲ୍ଲା ଗାନ୍ଧିମାର୍ଗ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦଶମ ଶ୍ରେଣୀର ଛାତ୍ର ଅଂଶୁମାନ ଧଳ ଆସନ୍ତା ମାସ ବେଙ୍ଗାଲୁରୁରେ ହେବାକୁ ଥିବା ଅଖିଳ ଭାରତୀୟ କ୍ରୀଡ଼ାରେ ଭାଗ ନେବେ। ଅଂଶୁମାନ ଗତ…

Continue Readingସର୍ବଭାରତୀୟ ସ୍ତରରେ ଖେଳିବେ ଅନୁଗୁଳ ପୁଅ ଅଂଶୁମାନ, ହାମର ଥ୍ରୋରେ ନେବେ ଭାଗ

ରାସ୍ତା ପାର୍ଶ୍ଵରେ ଗଢି ଉଠୁଛି କଂକ୍ରିଟ ଜବରଦଖଲ, ନିରବଦ୍ରଷ୍ଟା ସାଜିଛି ରାଜସ୍ୱ ବିଭାଗ

ଅନୁଗୁଳ: ପରିକଳ୍ପନା ଥିଲା ଶୈଳଶ୍ରୀକ୍ଷେତ୍ର ଠାରୁ ହିଙ୍ଗୁଳା କ୍ଷେତ୍ରକୁ ଯୋଡିବ ଚକାଚକ ରାସ୍ତା। ଲୋକଙ୍କ ଯାତାୟାତ ସୁଗମ ହେବା ସହ ଦୁଇଟି ପର୍ଯ୍ୟଟନ କ୍ଷେତ୍ରକୁ ଯୋଡିବା ପାଇଁ ଏହା ବଡ଼ ମାଇଲଖୁଣ୍ଟ ସାଜିଥିଲା ଏହି ରାସ୍ତା। କିନ୍ତୁ ବର୍ତ୍ତମାନ ଏହି ରାସ୍ତାର…

Continue Readingରାସ୍ତା ପାର୍ଶ୍ଵରେ ଗଢି ଉଠୁଛି କଂକ୍ରିଟ ଜବରଦଖଲ, ନିରବଦ୍ରଷ୍ଟା ସାଜିଛି ରାଜସ୍ୱ ବିଭାଗ

ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ନେଇଗଲେ ଦୁଇ ଛେଳି, ଅଞ୍ଚଳରେ ଭୟର ବାତାବରଣ

ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହି-ସାନହୁଲା ରାସ୍ତାରେ ଗୁରୁବାର ଦିନ ଗୋଟାଏ ବେଳେ  ଦୁର୍ବୃତ୍ତମାନେ ଭୁଜାଲି ଦେଖାଇ ବନ୍ତୁଲ ଗାଁର ଚନ୍ଦ୍ର ମଣି ସାହୁଙ୍କ ଦୁଇଟି ଛେଳି ନେଇଯାଇଛନ୍ତି। ଘଟଣାଟି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଚନ୍ଦ୍ର…

Continue Readingଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ନେଇଗଲେ ଦୁଇ ଛେଳି, ଅଞ୍ଚଳରେ ଭୟର ବାତାବରଣ

ମହିଳାଙ୍କୁ ହତ୍ୟା ଧମକ ଅଭିଯୋଗ, ମାମଲା ରୁଜୁ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ କରଡ଼ାବଣି ସାହିର ସୁକାନ୍ତି ରାଉଳଙ୍କୁ ସେହି ଗାଁର ଶମ୍ଭୁ ନାୟକ, ତାଙ୍କ ପତ୍ନୀ ରଜନୀ ନାୟକ ଓ ପୁଅ ଚିକୁ ନାୟକ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ସୁକାନ୍ତି ବୁଧବାର…

Continue Readingମହିଳାଙ୍କୁ ହତ୍ୟା ଧମକ ଅଭିଯୋଗ, ମାମଲା ରୁଜୁ

ରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ ଖୋଲାଗଲା, ବନ୍ୟାଜଳ ନିଷ୍କାସନ ଜାରି

କଣିହାଁ: ରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ (ଗେଟ୍ ନଂ-୧୦) ଗୁରୁବାର ମଧ୍ୟାହ୍ନ ୧.୫୪ ମିନିଟରେ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି, ଯାହାଫଳରେ ଡ୍ୟାମର ଜଳଭଣ୍ଡାରରେ ଜଳସ୍ତର…

Continue Readingରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ ଖୋଲାଗଲା, ବନ୍ୟାଜଳ ନିଷ୍କାସନ ଜାରି

ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ.ବି.ଏ ଓ ଏମ.କମ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ.ବି.ଏ ଏବଂ ଏମ.କମ ବିଭାଗ ତରଫରୁ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଏକ ସ୍ୱାଗତ କାର୍ଯ୍ୟକ୍ରମ ମାଧ୍ୟମରେ ଉଷ୍ମ ଅଭ୍ୟର୍ଥନା ଜଣାଇଛି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦେଶକ ଡ. ସୋମେଶ ଦତ୍ତ ଦାଶ ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର…

Continue Readingଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ.ବି.ଏ ଓ ଏମ.କମ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ବ୍ରାହ୍ମଣବିଲରେ ଗଜାନନଙ୍କ ମେଲଣ ଉତ୍ସବ ଓ ଆଜ୍ଞା ଲଡୁ ନିଲାମ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣବିଲ ଗ୍ରାମରେ ପ୍ରଭୁ ଗଜାନନଙ୍କ ଭସାଣି ଉତ୍ସବ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଗ୍ରାମର ୭ଟି ମେଢ଼କୁ ନେଇ ଅପରାହ୍ନ ୩ଟାରୁ ବନ୍ଧସାହିରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ସମୟରେ…

Continue Readingବ୍ରାହ୍ମଣବିଲରେ ଗଜାନନଙ୍କ ମେଲଣ ଉତ୍ସବ ଓ ଆଜ୍ଞା ଲଡୁ ନିଲାମ

ରାଣୀଗୋଡା ଗ୍ରାମ ହତ୍ୟା ମାମଲା: ତୃତୀୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କୁ ଅଭିଯୋଗ କଲେ ମୃତକଙ୍କ ପତ୍ନୀ

ଅନୁଗୁଳ: ରାଣୀଗୋଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା ଘଟଣାରେ ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମୃତକଙ୍କ ପତ୍ନୀ ନିରୁପମା ବିଶ୍ଵାଳ ଏସ୍‌ପିଙ୍କୁ ଅଭିଯୋଗ କରିଛନ୍ତି। ଗତ କିଛି ଦିନ ତଳେ ରାଣୀଗୋଡା ଗ୍ରାମରେ ନିରୁପମାଙ୍କ ସ୍ଵାମୀଙ୍କୁ ପିଟି…

Continue Readingରାଣୀଗୋଡା ଗ୍ରାମ ହତ୍ୟା ମାମଲା: ତୃତୀୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କୁ ଅଭିଯୋଗ କଲେ ମୃତକଙ୍କ ପତ୍ନୀ