କୂଅରେ ପଡ଼ି ଯୁବକଙ୍କ ଜୀବନ ଗଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ  ଲୋକେଇପଶି ଗାଁରେ ଅଘଟଣ। କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ। ମୃତକ ହେଲେ ଗାଁର ହରିହର ଦାସଙ୍କ ପୁଅ ସୁକାନ୍ତ ଦାସ (୪୮)। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ସୁକାନ୍ତଙ୍କର ଘର ପାଖରେ…

Continue Readingକୂଅରେ ପଡ଼ି ଯୁବକଙ୍କ ଜୀବନ ଗଲା

ବଜ୍ରପାତରେ ନେଲା ମହିଳା ଚାଷୀଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ସାପୋଇନାଳି  ଇଗିନୋ କଲେଜ ନିକଟ ବିଲରେ ବଜ୍ରାଘାତରେ ମହିଳା ଚାଷୀ ମୃତ , ଜଣେ ଗୁରୁତର ଆହତ ହୋଇଛନ୍ତି  । ମୃତକ ମହିଳା ଜଣଙ୍କ ହେଲେ ମାଝୀମୁଣ୍ତା ସାହିର ସୁମତୀ ବେହେରା ଓ ଗୁରୁତର…

Continue Readingବଜ୍ରପାତରେ ନେଲା ମହିଳା ଚାଷୀଙ୍କ ଜୀବନ

ଅନୁଗୁଳ ଶଙ୍କରସିନେମା ରୋଡ଼ରେ ଖୋଲିଲା “ଖିମଜୀ” ଜୁଏଲର୍ସ

ଅନୁଗୁଳ: ରବିବାର ଅନୁଗୁଳ ଶଙ୍କର ସିନେମା ରୋଡ଼ ଠାରେ  “ଖିମଜୀ” ଜୁଏଲର୍ସର ଶୁଭ ଉଦଘାଟନ ହୋଇଯାଇଛି। ଏଥି ଅବସରରେ  ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଉଦଘାଟନ କରିଥିଲେ। ଓଡ଼ିଶାରେ ୧୦ଟି ସ୍ଥାନରେ “ଖିମଜୀ” ନିଜର ଜୁଏଲର୍ସ…

Continue Readingଅନୁଗୁଳ ଶଙ୍କରସିନେମା ରୋଡ଼ରେ ଖୋଲିଲା “ଖିମଜୀ” ଜୁଏଲର୍ସ

ଗଣେଷପୂଜା କମିଟି ନାମରେ ଥାନାରେ ମାମଲା ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ପୋଲିସ ସହ ଗଣ୍ଡଗୋଳ

ଅନୁଗୁଳ: ଗଣେଷ ପୂଜାରେ ହେଉଥ‌ିବା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦକୁ ନେଇ ଶୁକ୍ରବାର ରାତିରେ ପୋଲିସ ଓ ପୂଜା କମିଟି ମଧ୍ୟରେ ଗଣ୍ଡଗୋଳକୁ ନେଇ ଅନୁଗୁଳ ଥାନାରେ ଏକ ମାମଲା ରଜୁ ହେବା ପରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଶନିବାର ଜିଲା…

Continue Readingଗଣେଷପୂଜା କମିଟି ନାମରେ ଥାନାରେ ମାମଲା ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ପୋଲିସ ସହ ଗଣ୍ଡଗୋଳ

ପୂଜା ପୂର୍ବରୁ ଅନୁଗୁଳରେ ପୋଷ୍ଟର ଚିରା ଓ ଗଣ୍ଡଗୋଳ: ଶାନ୍ତିଶୃଙ୍ଖଳା ପାଇଁ ୨୫ ଜଣଙ୍କୁ ନୋଟିସ୍

ଅନୁଗୁଳ: ପୂଜା ଋତୁ ସହ ଅନୁଗୁଳରେ ଅପରାଧ ମଧ୍ୟ ଆରମ୍ଭ ହୋଇଛି। ଭସାଣି ଆଗରୁ ସହର ମଧ୍ୟରେ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଛି। ପୋଷ୍ଟର ଚିରା ଏବଂ ଗଣ୍ଡଗୋଳକୁ ନେଇ ଥାନାରେ ମାମଲା ବି ହୋଇଥିବା ଜଣାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ…

Continue Readingପୂଜା ପୂର୍ବରୁ ଅନୁଗୁଳରେ ପୋଷ୍ଟର ଚିରା ଓ ଗଣ୍ଡଗୋଳ: ଶାନ୍ତିଶୃଙ୍ଖଳା ପାଇଁ ୨୫ ଜଣଙ୍କୁ ନୋଟିସ୍

ଡିଜେ ଆଗରେ ଯୁବ ନେତାଙ୍କ ନାଚ: ନୀତିନିୟମ କାହା ପାଇଁ…?

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଗଣେଷ ପୂଜା ଠାରୁ ଅନ୍ୟନ୍ୟ ପର୍ବପର୍ବାଣୀ କେଉଁଠି ହେଲେ ମଧ୍ୟ ଡିଜେ ସାଉଣ୍ଡ ବାଜିବା ପାଇଁ ପ୍ରଶାସନ ଅନୁମତି ଦେଇନାହିଁ। ଏପରିକି କଡାକଡି ଭାବେ ନିୟମକୁ ପାଳନ କରିବାକୁ ପୋଲିସକୁ ନିର୍ଦେଶ ରହିଛି। କିନ୍ତୁ ଏହି…

Continue Readingଡିଜେ ଆଗରେ ଯୁବ ନେତାଙ୍କ ନାଚ: ନୀତିନିୟମ କାହା ପାଇଁ…?

ଠକି ଦେଲେ ଠିକାଦାର: ସନ୍ଥପଡ଼ାରେ ନବନିର୍ମିତ ବ୍ରାହ୍ମଣୀ ସେତୁରେ ପୁଣି ବିରାଟ ଫାଟ, ସୁରକ୍ଷିତ ଯାତାୟାତ ସ୍ୱପ୍ନ

ତାଳଚେର: ତାଳଚେର ସନ୍ଥପଡ଼ା ବ୍ରାହ୍ମଣୀ ନୂତନ ସେତୁ ଉପରେ ବିରାଟ ଗର୍ତ୍ତ। ମାତ୍ର ବର୍ଷେ ତଳେ ଏହି ସେତୁ ନିର୍ମିତ ହୋଇଥିଲା। କିନ୍ତୁ ଏତେ ଶୀଘ୍ର ସେତୁ ଉପରେ ଗର୍ତ୍ତ ହୋଇଥିବାରୁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାଦାରଙ୍କ ଠକେଇ…

Continue Readingଠକି ଦେଲେ ଠିକାଦାର: ସନ୍ଥପଡ଼ାରେ ନବନିର୍ମିତ ବ୍ରାହ୍ମଣୀ ସେତୁରେ ପୁଣି ବିରାଟ ଫାଟ, ସୁରକ୍ଷିତ ଯାତାୟାତ ସ୍ୱପ୍ନ

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ଅନୁଗୁଳ:  ଅନୁଗୁଳ ବ୍ଲକ ଶଙ୍ଖପୁର ଗାଁର ଅବସରପ୍ରାପ୍ତ ଶିକ୍ଷକ ଗିରିଶ ଚନ୍ଦ୍ର ଦେହୁରୀ (୬୭)ଙ୍କ ଶୁକ୍ରବାର ହୃଦଘାତରେ ପରଲୋକ ହୋଇଛି। ୨୦୧୬ ମସିହାରେ ଅବସର ପରେ ନିଜକୁ ସମାଜ ସେବାରେ ନିୟୋଜିତ କରିଥିଲେ। ସେ ଜଣେ ଭଦ୍ର ନମ୍ର ସହ ଅତ୍ୟନ୍ତ…

Continue Readingଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ତାଳଚେରରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ

ତାଳଚେର: ଅନୁଗୁଳ ଜିଲ୍ଲା  ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ମହାଆଡ଼ମ୍ବରରେ ପାଳନ ହେଉଛି। ଏହାକୁ ନଜର ରଖି ଆଜି ରାଜ୍ୟ ଖାଦ୍ୟ ନିରାପତ୍ତା ବିଭାଗର ଏକ ଟିମ ଅଚାନକ ପୂଜାରେ ଦେଇଥିବା ଖାଦ୍ୟ ପଦାର୍ଥ ଷ୍ଟଲ ଗୁଡ଼ିକ ଉପରେ ଚଢ଼ାଉ କରିଥିଲା ।…

Continue Readingତାଳଚେରରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ

ଋଣ ସୁଝି ପାରିଲେନି ବୋଲି ମହିଳାଙ୍କ ମୁହଁରେ କାଳି, ବେକରେ ଚପଲମାଳ ପକାଇ ଗାଁରେ ବୁଲାଇଲେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଧୀନ ଏକ ଗାଁରେ ଜଣେ ମହିଳା ଋଣ ଟଙ୍କା ସୁଝି ପାରିଲେନି ବୋଲି କଙ୍ଗାରୁ କୋର୍ଟରେ ଦଣ୍ଡିତ କରାଯାଇଛି। ମହିଳାଙ୍କ ମୁହଁରେ କାଳି, ବେକରେ ଚପଲମାଳ ପକାଇ ଗାଁ ଦାଣ୍ଡରେ ବୁଲାଇ ଅପମାନିତ କରାଯାଇଛି।…

Continue Readingଋଣ ସୁଝି ପାରିଲେନି ବୋଲି ମହିଳାଙ୍କ ମୁହଁରେ କାଳି, ବେକରେ ଚପଲମାଳ ପକାଇ ଗାଁରେ ବୁଲାଇଲେ