ଚିକିତ୍ସା ସେବାରେ ବିକଳ ଚିତ୍ର : ବାପା କରୁଛି ପୁଅ ଚିକିତ୍ସା,ଟ୍ରମା କେୟାରରେ ଡାକ୍ତର ଅଭାବ …!

ଅନୁଗୁଳ:  ବଦଳିଲା ସରକାର ବଦଳିଲା ଶାସନ, ହେଲେ ବ୍ୟବସ୍ଥାରେ ଟିକେ ହେଲେ ସୁଧାର ଆସିଲା ନାହିଁ। ଶିକ୍ଷା ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ ସେବାରେ ମଧ୍ୟ ବିକଳ ପରିସ୍ଥିତି ଉପୁଜିଛି। ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲାରେ ଡାକ୍ତର ଅଭାବରୁ ଜଣେ ବୟସ୍କ ବୃଦ୍ଧ…

Continue Readingଚିକିତ୍ସା ସେବାରେ ବିକଳ ଚିତ୍ର : ବାପା କରୁଛି ପୁଅ ଚିକିତ୍ସା,ଟ୍ରମା କେୟାରରେ ଡାକ୍ତର ଅଭାବ …!

ବ୍ରେକ୍ ମାରିଲା ଟ୍ରଲର, ପଛରେ ପିଟି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ୫୩ ନମ୍ବର ଜାତୀୟ ରାଜପଥ ସନ୍ଥପଡ଼ା ଛକ ନିକଟରେ ବାଇକ ଓ ଟ୍ରଲର ଦୁର୍ଘଟଣା। ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ। ମୃତକ ହେଲେ ବାରିହାପୁର ଅଞ୍ଚଳର ମନୋଜ ବେହେରା। ସୂଚନା ଅନୁସାରେ, ମନୋଜ ଆଜି କାମ…

Continue Readingବ୍ରେକ୍ ମାରିଲା ଟ୍ରଲର, ପଛରେ ପିଟି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ

ବୁବୁ ଭଞ୍ଜ ହତ୍ୟାକାଣ୍ଡର ଅନ୍ୟ ଏକ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖମାର ଓଭର ବ୍ରିଜ୍‌ତଳେ ୨୦୨୪ ସେପ୍ଟେମ୍ବର ୧୪ ତାରିଖରେ ଛେଳିଆପଡ଼ା ଗାଁର ବୁବୁ ଭଞ୍ଜଙ୍କୁ ବିଭତ୍ସଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକଣ୍ଡର ପୋଲିସ ତଦନ୍ତକରି ଏଥିରେ ୧୦ଜଣ ଅଭିଯୁକ୍ତ ସାମିଲ ଥିବା ଜାଣିବାକୁ ପାଇଥିଲା।…

Continue Readingବୁବୁ ଭଞ୍ଜ ହତ୍ୟାକାଣ୍ଡର ଅନ୍ୟ ଏକ ଅଭିଯୁକ୍ତ ଗିରଫ

ପରକୀୟା ପ୍ରୀତି ସନ୍ଦେହରେ ଗୁଳିକାଣ୍ଡ,ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା କମଳପୁର ଗାଁର ଏକ ବସ୍ତିରେ ଗୁଳିକାଣ୍ଡ। ଏହି ଘଟଣାରେ ଜଣେ ଗୁରୁତର ହୋଇଥିବା ସୂଚନା। ଗୁରୁତର ଜଣକ ହେଲେ ସୁରଭି ନାଏକ। ଏହି ଘଟଣାକୁ ନେଇ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଯେ,…

Continue Readingପରକୀୟା ପ୍ରୀତି ସନ୍ଦେହରେ ଗୁଳିକାଣ୍ଡ,ଜଣେ ଗୁରୁତର

ଆଜି ଠାରୁ ଆରମ୍ଭ ହେଉଛି “ଭାଗବତ ସପ୍ତାହ”: ୭ ଦିନ ବ୍ୟାପି ଭାଗବତ ପଠନ ଏବଂ ପାରାୟଣ

ଅନୁଗୁଳ: ତାଳନବମୀ ଠାରୁ ଇନ୍ଦୁପୂର୍ଣ୍ଣିମା ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଅନୁଷ୍ଠିତ ହେଉଛି ଭାଗବତ ସପ୍ତାହ। ଆଜି ଠାରୁ ବିଭିନ୍ନ ଧର୍ମାନୁଷ୍ଠାନ ଓ ମଠ ମନ୍ଦିରରେ ଭାଗବତ ସପ୍ତାହ ପାଳିନ ହେଉଅଛି। ଗତ କାଲି ଅଧିବାସ କର୍ମ ସାରିଥିବା ବେଳେ ଆଜି…

Continue Readingଆଜି ଠାରୁ ଆରମ୍ଭ ହେଉଛି “ଭାଗବତ ସପ୍ତାହ”: ୭ ଦିନ ବ୍ୟାପି ଭାଗବତ ପଠନ ଏବଂ ପାରାୟଣ

ଭୁଲ ହୋଇଗଲା!

ରାଜ୍ୟରେ ୨୪ ବର୍ଷପରେ ନୂଆ ଡବଲ ଇଞ୍ଜିନ ସରକାର କାର୍ଯ୍ୟଭାର ଗ୍ରହଣ କରିଲେ। ୨୪ ବର୍ଷର ବିଜେଡି ସରକାର ଉପରେ ଲୋକେ ଅତିଷ୍ଠ ହୋଇ ସତେ ଯେମିତି ବିଜେପିକୁ ଭୋଟ ଦେଇ କ୍ଷମତାକୁ ଆଣିଲେ। ଏହା ଭାବିବା ଆଦୌ ଉଚିତ ନୁହଁ।…

Continue Readingଭୁଲ ହୋଇଗଲା!

ତାଳଚେରରେ ସିରିଜ ଦୁର୍ଘଟଣା: ୧୦ରୁ ୧୫ଜଣ ଗୁରୁତର

ଅନୁଗୁଳ: ତାଳଚେରରେ ସିରିଜ ଦୁର୍ଘଟଣା। ଏକାଧିକ ଗାଡ଼ିକୁ ଧକ୍କା ଦେଲା କାର। ୧୦ରୁ ୧୫ ଜଣ ଗୁରୁତର।ସୂଚନା ମୁତାବକ, ତାଳଚେର ମୁଖ୍ୟରାସ୍ତା ପାଇପାସ୍ ଛକ ଠାରୁ ହାଣ୍ଡିଧୂଆଁ ଅଭିମୁଖେ ଦ୍ରୁତ ବେଗରେ ଯାଉଥିବା ଏକ କାର୍ (ଓଡ଼ି ୧୬ଏଚ୍‌-୨୯୨୭) ଏକାଧିକ ଗାଡ଼ିକୁ…

Continue Readingତାଳଚେରରେ ସିରିଜ ଦୁର୍ଘଟଣା: ୧୦ରୁ ୧୫ଜଣ ଗୁରୁତର

ଗୁରୁଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ 'ଆମ ପ୍ରତିଭା ଆମ ପରିଚୟ" ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଦେଉଳ ବେଡା ସ୍ଥିତ ଆଗେଇବା କାର୍ଯ୍ୟାଳୟ ଠାରେ ଗୁରୁଦିବସ ପାଳନ କରାଯିବବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

Continue Readingଗୁରୁଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତିକଲେ ଯୁବକ

ଅନୁଗୁଳ: ଶନିବାର ସନ୍ଧ୍ୟା ସମୟରେ ଅନୁଗୁଳ ସହର ବଜାର ଛକ ଠାରେ ହାକିମପଡା ଅଞ୍ଚଳର ନରେଶ ନାମକ ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଗୁରୁତର ଅବସ୍ଥାରେ ସେ ରାସ୍ତାରେ ପଡି ରହିଥିବା ବେଳେ କିଛି ଯୁବଗୋଷ୍ଠୀ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ…

Continue Readingଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତିକଲେ ଯୁବକ

ଗଣେଶ ପୂଜା ଅବସରରେ ରକ୍ତଦାନ ଶିବିର: ୪୫ ୟୁନିଟ ରକ୍ତ ସଂଗ୍ରହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତଳଗଡ ଗ୍ରାମରେ ଗଣେଶ ପୂଜା ଅବସରରେ ଗାଁର ବିନାୟକ କ୍ଲବ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯଇଛି। ଏହି ଶିବିରକୁ ସମାଜ ସେବୀ ତଥା ପୂର୍ବତନ ରାଜ୍ୟ ବିଜେଡି ସଂପାଦକ ବିପ୍ଳବ ଜେନା…

Continue Readingଗଣେଶ ପୂଜା ଅବସରରେ ରକ୍ତଦାନ ଶିବିର: ୪୫ ୟୁନିଟ ରକ୍ତ ସଂଗ୍ରହ