ଉତ୍କଳ ଦିବସ ନେଇ ପ୍ରସ୍ତୁତି ବୈଠକ, ସମୀକ୍ଷା କଲେ ଉପଜିଲ୍ଲାପାଳ
ଅନୁଗୁଳ: ଉତ୍କଳ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି। ବୈଠକରେ ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ସହାୟକ ଜିଲ୍ଲାପାଳ ଓ ସୂଚନା, ଲୋକସମ୍ପର୍କ ଅଧିକାରୀ, ସିଭିଲ…
