ଭୂ-ଅର୍ଜନ ଅଧିକାରୀ ଓ ଜମିହରାଙ୍କ ୯ମ ମିଳିତ ଅଭିଯୋଗ ଶୁଣାଣି

ଅନୁଗୁଳ: ମହାନଦୀ କୋଲଫିଲଡ ଲିମିଟେଡର ସ୍ଵତନ୍ତ୍ର ଭୂ-ଅର୍ଜନ କାର୍ଯ୍ୟାଳୟ ପକ୍ଷରୁ ଜମିହରା ପ୍ରଜାଙ୍କ ପାଇଁ ତାଳଚେର ଉପ- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ନବମ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଛି। ଉପ-ଜିଲ୍ଲାପାଳ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ…

Continue Readingଭୂ-ଅର୍ଜନ ଅଧିକାରୀ ଓ ଜମିହରାଙ୍କ ୯ମ ମିଳିତ ଅଭିଯୋଗ ଶୁଣାଣି

ଜମି ବାଡ଼ି ବିବାଦ: ବିଧବା ଭଉଣୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଇ

ଅନୁଗୁଳ: ଭଉଣୀକୁ ଟାଙ୍ଗିଆରେ ହାନି ହତ୍ୟା କଲା ଭାଇ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ସୋଲଣ୍ଡା ଗ୍ରାମରେ ସୋମବାର ଏଭଳି ଅଭାବନୀୟ ଘଟଣା ଘଟିଛି। ଅପରାହ୍ନ ୨ ଟାରେ ଭାଇ ଗୟାଧର ପ୍ରଧାନ ଏକ ଟାଙ୍ଗିଆରେ ଭଉଣୀ କଳ୍ପନା…

Continue Readingଜମି ବାଡ଼ି ବିବାଦ: ବିଧବା ଭଉଣୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଇ

ଛେଣ୍ଡିପଦା ଜେଏମଏଫସି ଅଦାଲତର ୬ଷ୍ଠ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସଦର ମହକୁମାରେ ଥିବା କନିଷ୍ଠ ବିଚାର ବିଭାଗୀୟ ଦେୱାନୀ ଅଦାଲତର (ଜେଏମଏଫସି କୋର୍ଟ) ଷଷ୍ଠ ପ୍ରତିଷ୍ଠା ଉତ୍ସବ ସୋମବାର ଛେଣ୍ଡିପଦା ଓକିଲ ସଂଘର ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି। ଛେଣ୍ଡିପଦା ଆଇନଜୀବୀ ସଂଘର ସଭାପତି ଦୁର୍ଯ୍ୟୋଧନ…

Continue Readingଛେଣ୍ଡିପଦା ଜେଏମଏଫସି ଅଦାଲତର ୬ଷ୍ଠ ପ୍ରତିଷ୍ଠା ଦିବସ ପାଳିତ

ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଦଳରୁ ନିଲମ୍ବିତ

ଭୁବନେଶ୍ବର:  ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଜାତୀୟ ଯୁବ କଂଗ୍ରେସ ସଭାପତି ପଦ ଓ ଦଳରୁ ନିଲମ୍ବିତ କରିଥିବା ଜଣାଯାଇଛି। ମୃଦୁ ପାନୀୟରେ ନିଶା ଦେଇ ହୋଟେଲ୍‌ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଛାତ୍ର କଂଗ୍ରେସ ସଭାପତି…

Continue Readingଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଦଳରୁ ନିଲମ୍ବିତ

କଦଳୀ ବେରେଣୀରେ କଙ୍ଗାରୁକୋର୍ଟ ! ବୃଦ୍ଧବୃଦ୍ଧାଙ୍କୁ ସାମାଜିକ ବାସନ୍ଦ ଅଭିଯୋଗ, ଏସପିଙ୍କ ଦ୍ୱାରସ୍ଥ

ଅନୁଗୁଳ: ଅନୁଗୁଳରେ କଙ୍ଗାରୁକୋର୍ଟ। ବୃଦ୍ଧବୃଦ୍ଧାଙ୍କୁ ସାମାଜିକ ବାସନ୍ଦ ଅଭିଯୋଗ। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ କଦଳୀ ବେରେଣୀ ଗାଁରେ ବୃଦ୍ଧ ଦମ୍ପତିଙ୍କୁ ସାମାଜିକ ବାସନ୍ଦ କରି ଦୀର୍ଘ ବର୍ଷ ଧରି ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ…

Continue Readingକଦଳୀ ବେରେଣୀରେ କଙ୍ଗାରୁକୋର୍ଟ ! ବୃଦ୍ଧବୃଦ୍ଧାଙ୍କୁ ସାମାଜିକ ବାସନ୍ଦ ଅଭିଯୋଗ, ଏସପିଙ୍କ ଦ୍ୱାରସ୍ଥ

ଅନୁଗୁଳ ଚାଷୀ ସୁରକ୍ଷା କମିଟିର କାର୍ଯ୍ୟକାରୀ ବୈଠକ ଆୟୋଜିତ, ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ

ଅନୁଗୁଳ: ଅନୁଗୁଳ ଚାଷୀ ସୁରକ୍ଷା କମିଟିର ବୈଠକ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାରଠାରେ ଅନୁଷ୍ଠିତ ହୋଇଛି। କମିଟିର ସଭାପତି ପ୍ରଦୀପ କୁମାର ପ୍ରଧାନ ପ୍ରଥମେ ସ୍ଵାଗତ ଭାଷଣ ଦେଇଥିଲେ। ପରେ ଅନୁଗୁଳ ଜିଲ୍ଲାର ୯୨ଖଣ୍ଡ ଚକବନ୍ଦୀ ଅଧ୍ୟୁଷିତ ଗ୍ରାମଗୁଡିକରୁ ଚକବନ୍ଦୀ…

Continue Readingଅନୁଗୁଳ ଚାଷୀ ସୁରକ୍ଷା କମିଟିର କାର୍ଯ୍ୟକାରୀ ବୈଠକ ଆୟୋଜିତ, ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ

ଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫ୍‌ଓ, କୁବେର ବାବୁଙ୍କ ୧୧୫ଟି ପ୍ଲଟ୍‌ ଠାବ; ଅନୁଗୁଳରେ ବି ଚାଲିଛି ତନାଘନା

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫ୍‌ଓ ନିତ୍ୟାନନ୍ଦ ନାୟକଙ୍କୁ ଧରିଛି ଭିଜିଲାନ୍ସ। ତନାଘନା ବେଳେ କୁବେର ବାବୁଙ୍କର ୧୧୫ଟି ପ୍ଲଟ୍‌ ଠାବ ହୋଇଛି। ଅନୁଗୁଳ, କେନ୍ଦୁଝର ଓ…

Continue Readingଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫ୍‌ଓ, କୁବେର ବାବୁଙ୍କ ୧୧୫ଟି ପ୍ଲଟ୍‌ ଠାବ; ଅନୁଗୁଳରେ ବି ଚାଲିଛି ତନାଘନା

ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡ଼ି, ସ୍ୱାମୀ-ସ୍ତ୍ରୀ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ନିକଟରେ ରବିବାର ସନ୍ଧ୍ୟା ସମୟରେ ଅଜଣା ଗାଡି ଧକ୍କାରେ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ମହୀଧରପୁର ଆଡୁ ଅନୁଗୁଳକୁ ଏକ ସ୍କୁଟିରେ ଦମ୍ପତି ଆସୁଥିଲେ। ଏହି ସମୟରେ ଖଣ୍ଡହତା…

Continue Readingସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡ଼ି, ସ୍ୱାମୀ-ସ୍ତ୍ରୀ ଗୁରୁତର

ବୁଲିବାକୁ ଆସି ଶବ ହୋଇ ଫେରିଲେ… ଡେରଜାଙ୍ଗ ଜଳଭଣ୍ଡାରରେ ବୁଡ଼ି ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଡେରଜାଙ୍ଗ ଜଳ ଭଣ୍ଡାରରେ ବୁଡ଼ି ରବିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଆର୍ଯ୍ୟା ପୁଣ୍ୟଶ୍ଳୋକ (୨୪)। ସୂଚନା ମୁତାବକ, ଆର୍ଯ୍ୟା ରବିବାର ଅପରାହ୍ନରେ ସ୍ଥାନୀୟ ଡେରଜାଙ୍ଗ ଜଳ ଭଣ୍ଡାର ବୁଲିବାକୁ ଆସିଥିଲେ। ଅସାବଧାନତାବଶତଃ ସେ…

Continue Readingବୁଲିବାକୁ ଆସି ଶବ ହୋଇ ଫେରିଲେ… ଡେରଜାଙ୍ଗ ଜଳଭଣ୍ଡାରରେ ବୁଡ଼ି ଯୁବକ ମୃତ

ହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ, ଅମରେଶଙ୍କୁ ସଭାପତି ଦାୟିତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଗତ ବର୍ଷ ଦୁର୍ଗାପୂଜାର ଆୟବ୍ୟୟ ଉପସ୍ଥାପନା କରାଯାଇଥିଲା। ପରେ ଅସ୍ଥାୟୀ ସଭାପତି ଅଭିମନ୍ୟୁ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ନୂତନ…

Continue Readingହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ, ଅମରେଶଙ୍କୁ ସଭାପତି ଦାୟିତ୍ୱ