ବିଲ୍ ଦେଇ ନ ପାରିଲେ ମଧ୍ଯ କଟିବନି ବିଦ୍ଯୁତ: ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ବର: ଖରାଦିନେ ଉପଭୋକ୍ତା ବିଲ ଦେଇ ନ ପାରିଲେ ବି ବିଦ୍ୟୁତ କଟିବ ନାହିଁ ବୋଲି ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇଛନ୍ତି।ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

Continue Readingବିଲ୍ ଦେଇ ନ ପାରିଲେ ମଧ୍ଯ କଟିବନି ବିଦ୍ଯୁତ: ମନ୍ତ୍ରୀ ସୁରେଶ ପୂଜାରୀ

ଅବକାରୀ ଚଢ଼ଉ: ଚୋରା ଦେଶୀ ମହୁଲି ମଦ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର କିଶୋରନଗର ଓ ଠାକୁରଗଡ଼ ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ବିପୁଳ ଚୋରା ଦେଶୀ ମହୁଲି ମଦ ଜବତ କରାଯାଇଛି। ଏଥିସହ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ବୟ ହେଲେ…

Continue Readingଅବକାରୀ ଚଢ଼ଉ: ଚୋରା ଦେଶୀ ମହୁଲି ମଦ ଜବତ, ୨ ଗିରଫ

ଜିଲ୍ଲାସ୍ତରୀୟ ନିପୁଣ ମେଳା ଆୟୋଜିତ, ୬୦ ଟି ବିଦ୍ୟାଳୟର ଅଭିନବ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ

ଅନୁଗୁଳ: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ନିପୁଣ ମେଳା ୨୦୨୫ ଅନୁଷ୍ଠିତ ହୋଇଛି। ସଭାପତି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ସାହୁ, ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା…

Continue Readingଜିଲ୍ଲାସ୍ତରୀୟ ନିପୁଣ ମେଳା ଆୟୋଜିତ, ୬୦ ଟି ବିଦ୍ୟାଳୟର ଅଭିନବ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ

ଇଚ୍ଛାପୁରରେ ନବନିର୍ମିତ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ, ଯୋଗ ଦେଲେ ୩୦ରୁ ଅଧିକ ନାମ ସଂକୀର୍ତ୍ତନ ମଣ୍ଡଳୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଇଚ୍ଛାପୁର ଗ୍ରାମରେ ନବନିର୍ମିତ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଛି। ପ୍ରଥମେ ଲୁହାମୁଣ୍ଡା ଗ୍ରାମରୁ କଳସରେ ପାଣି ଆଣିବା ପରେ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ପୂଜା ପରେ…

Continue Readingଇଚ୍ଛାପୁରରେ ନବନିର୍ମିତ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ, ଯୋଗ ଦେଲେ ୩୦ରୁ ଅଧିକ ନାମ ସଂକୀର୍ତ୍ତନ ମଣ୍ଡଳୀ

ମାଟ୍ରିକ ପରୀକ୍ଷା ସାରି ମାମୁ ଘର ବୁଲି ଯାଇଥିଲେ… ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ କଇଁଫୁଲିଆ ସାହି ପୋଖରୀରେ ବୁଡ଼ି ଜଣେ ଦଶମ ପରୀକ୍ଷା ଦେଇଥିବା ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ନିକଟସ୍ଥ ଶାବଳଭଙ୍ଗା ପଞ୍ଚାୟତ ସ୍ୱୟଂସୁନ୍ଦରପୁର କରଡ଼ାବଣି ଗାଁର ସିଦ୍ଧାର୍ଥ ସାହୁ…

Continue Readingମାଟ୍ରିକ ପରୀକ୍ଷା ସାରି ମାମୁ ଘର ବୁଲି ଯାଇଥିଲେ… ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ

ଜବରଦସ୍ତି ହେଉଥିଲା ଯୁବତୀଙ୍କ ବିବାହ: ପ୍ରେମିକଙ୍କ ଅଭିଯୋଗ ପରେ ମନ୍ଦିରରୁ ଉଦ୍ଧାର କଲା ପୋଲିସ

ଅନୁଗୁଳ : ଇଚ୍ଛା ବିରୋଧରେ ପ୍ରେମିକାର ବାହାଘର ହେଉଥିବା ନେଇ ପ୍ରେମିକ ଥାନାରେ ଅଭିଯୋଗ କରିବା ପରେ ବିବାହ ଭାଙ୍ଗିଲା ପୋଲିସ। ଶୁକ୍ରବାର ଅଙ୍ଗାରବନ୍ଧ ନିକଟରେ ଥିବା ଶିବ ମନ୍ଦିରରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ପୋଲିସ ଝିଅକୁ ବେଦୀରୁ…

Continue Readingଜବରଦସ୍ତି ହେଉଥିଲା ଯୁବତୀଙ୍କ ବିବାହ: ପ୍ରେମିକଙ୍କ ଅଭିଯୋଗ ପରେ ମନ୍ଦିରରୁ ଉଦ୍ଧାର କଲା ପୋଲିସ

ସିପିପିର ପରିବହନ ବନ୍ଦ, ଗେଟ୍ ସାମ୍ନାରେ ନାଲକୋ ଆଞ୍ଚଳିକ ଟ୍ରକ ଜନକଲ୍ୟାଣ ସଂଘର ଧାରଣା 

ଅନୁଗୁଳ: ନାଲକୋ ଆଞ୍ଚଳିକ ଟ୍ରକ ଜନକଲ୍ୟାଣ ସଂଘ ସଭାପତି ପ୍ରବାସ ସାମଲଙ୍କ ନେତୃତ୍ୱରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ଲାଣ୍ଟ ସାମ୍ନାରେ ଧାରଣା ଦିଆଯାଇଛି। ନାଲକୋ ସିପିପି ପରିସରରେ ହେଉଥିବା ପାଉଁଶ ତଥା ଅନ୍ୟାନ୍ୟ ସାମଗ୍ରୀର ସମୁଦାୟ ଲୋଡିଂର ୫୦ ପ୍ରତିଶତ କଟାଯାଉଥିବାରୁ…

Continue Readingସିପିପିର ପରିବହନ ବନ୍ଦ, ଗେଟ୍ ସାମ୍ନାରେ ନାଲକୋ ଆଞ୍ଚଳିକ ଟ୍ରକ ଜନକଲ୍ୟାଣ ସଂଘର ଧାରଣା 

ନୂଆମୌଜା ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ: ବିଡିଓଙ୍କ ଦୃଷ୍ଟି ଆକର୍ଷଣ କଲେ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ନୂଆମୌଜା ପଞ୍ଚାୟତରେ ବିଡିଓଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଅନୁଗୁଳ ବିଡିଓ ଡଃ ବିଶ୍ୱଭୂଷଣ ସମସ୍ତ ପଞ୍ଚାୟତବାସୀଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟାଳୟରେ ଜନଶୁଣାଣି କରି ସମସ୍ତ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏ ଅବସରରେ…

Continue Readingନୂଆମୌଜା ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ: ବିଡିଓଙ୍କ ଦୃଷ୍ଟି ଆକର୍ଷଣ କଲେ ଅଞ୍ଚଳବାସୀ

ଶିକ୍ଷଣ ଶିକ୍ଷା ଦାନ ସାମଗ୍ରୀ ପ୍ରସ୍ତୁତି ନେଇ କର୍ମଶାଳା,  ଯୋଗ ଦେଲେ ୨୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ

ଅନୁଗୁଳ: ଅନୁଗୁଳ ବ୍ଲକ ମାଟିଆସାହି କ୍ଲଷ୍ଟର ଅନ୍ତର୍ଗତ ପୁରୁଣାଗଡ଼ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ ଶିକ୍ଷା ଦାନ ସାମଗ୍ରୀ ପ୍ରସ୍ତୁତି ନେଇ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାଏକ କର୍ମଶାଳା ଉଦଘାଟନ କରିଥିଲେ। ସିଆରସିସି ବିନୟ…

Continue Readingଶିକ୍ଷଣ ଶିକ୍ଷା ଦାନ ସାମଗ୍ରୀ ପ୍ରସ୍ତୁତି ନେଇ କର୍ମଶାଳା,  ଯୋଗ ଦେଲେ ୨୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ

ବସରେ ଚଢ଼ିଲେ କିନ୍ତୁ ଭଡ଼ା ଦେଲା ବେଳକୁ ଅବକାରୀ କର୍ମଚାରୀ କହି ଧମକାଇଲେ, କଣ୍ଡକ୍ଟରଙ୍କୁ କହିଲେ- ‘ମୁଁ ସରକାରୀ ଚାକିରିଆ, ପଇସା ଦେବିନି’

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗର ଜଣେ ଅଧିକାରୀ ଜଣେ ବସ କଣ୍ଡକ୍ଟରଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିବା ନେଇ ଅଭିଯୋଗ ଆସିଛି।  ବସ କଣ୍ଡକ୍ଟର ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି। ସୂଚନା…

Continue Readingବସରେ ଚଢ଼ିଲେ କିନ୍ତୁ ଭଡ଼ା ଦେଲା ବେଳକୁ ଅବକାରୀ କର୍ମଚାରୀ କହି ଧମକାଇଲେ, କଣ୍ଡକ୍ଟରଙ୍କୁ କହିଲେ- ‘ମୁଁ ସରକାରୀ ଚାକିରିଆ, ପଇସା ଦେବିନି’