ବିଷୁବ ସଂକ୍ରାନ୍ତି ପରେ ପଣା ବାଣ୍ଟିଲେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା, ପଥଚାରୀଙ୍କ ତୃଷ୍ଣା ମେଣ୍ଟାଇ ଜଣାଇଲେ ନବ ବର୍ଷର ଶୁଭେଚ୍ଛା
ଅନୁଗୁଳ: ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ନବ ନିର୍ବାଚିତ ସଂଘ ସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ, ସାଧାରଣ ସମ୍ପାଦକ ରଜତ ମହାପାତ୍ର, କୋଷାଧ୍ୟକ୍ଷ ଗୌତମଦେବ ସାହୁ, ସହ ସମ୍ପାଦକ ସୂର୍ଯ୍ୟକାନ୍ତ ସାମନ୍ତ, ସୁଶୀଲ…



