ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା
ଅନୁଗୁଳ: ଗୁରୁବାର ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ୍ ଫାଷ୍ଟ ଟ୍ରାକ୍ କୋର୍ଟ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ସୂଚନା ମୁତାବକ, ୭. ୧. ୨୦୨୪ ଦିନ ଚାରିଟାରେ ଜଣେ ୩ ବର୍ଷର ଭିନ୍ନକ୍ଷମ ନାବାଳିକା ନିଜ…



