ଅନୁଗୁଳ: ଅନୁଗୁଳ ଜିଲ୍ଲା ନଗର ମଣ୍ଡଳ ତରଫରୁ ସଭାପତି ପବନ ମାଣ୍ଡୋଠୀଆଙ୍କ ନେତୃତ୍ୱରେ ଅନୁଗୁଳ ବଜାର ଛକରେ GST ଉତ୍ସବ ପାଳନ ସହ ସାଧାରଣ ଲୋକଙ୍କୁ ମିଠା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଭାପତି ଦୀପକ ବର୍ମା, ସାଧାରଣ ସମ୍ପାଦକ ଅଶୋକ ମୋଦୀ ଏବଂ ବିଜେପି ନେତା ପ୍ରତ୍ୟୁଷ ରଞ୍ଜନ ପଣ୍ଡା ଓ ଦିଲ୍ଲୀପ ଦାସ ଉପସ୍ଥିତ ଥିଲେ।
ଅନୁଗୁଳରେ GST ଉତ୍ସବ: ମିଠା ବାଣ୍ଟିଲେ ନଗର ମଣ୍ଡଳ ସଦସ୍ଯ
- Post published:September 22, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ବାଂଲାଦେଶରେ ଜଗନ୍ନାଥଙ୍କ ମୂର୍ତ୍ତି ଭାଙ୍ଗିବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟପୂର୍ଣ୍ଣ: ସଂସଦରେ ଉଦବେଗ ପ୍ରକାଶ କଲେ ଢେଙ୍କାନାଳ-ଅନୁଗୁଳ ସାଂସଦ ରୁଦ୍ର ନାରାୟଣ ପାଣି
ବିଜୁ କ୍ରୀଡ଼ା ସମ୍ମାନର ନାଁ ହେଲା ରାଜ୍ୟ କ୍ରୀଡ଼ା ସମ୍ମାନ, ବର୍ଷିଲେ ଅରୁଣ ସାହୁ; କହିଲେ- ବିଜୁବାବୁ ରାଷ୍ଟ୍ରର ସମ୍ପତ୍ତି, ଏପରି ରାଜନୀତି ଠିକ୍ ନୁହେଁ





