ବୋଲେରୋ- ସ୍କୁଟି ମୁହାଁମୁହିଁ ଧକ୍କା: ଆରୋହୀଙ୍କ ଗୋଡ଼-ହାତ ଚୁରମାର
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବାଦୀବାହାଳ ନୂଆ ରାସ୍ତାରେ ଆଜି ଏକ ବୋଲେରୋ ସହ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଆରୋହୀଙ୍କ ଗୋଟିଏ ହାତ ଓ ଗୋଟିଏ ଗୋଡ଼ ଭାଙ୍ଗିଛି। ଖବର…
