ନିର୍ଦ୍ଧାରିତ ସ୍ଥାନରେ ରହୁନି ରେଳ କୋଚ୍, ଟ୍ରେନ ଚଢ଼ିବାରେ ହଇରାଣ ହୋଇ ଅଭିଯୋଗ କଲେ ଭିନ୍ନକ୍ଷମ ଯାତ୍ରୀ
ଅନୁଗୁଳ: ଭିନ୍ନକ୍ଷମଙ୍କ ସମସ୍ୟା ବଢ଼ାଉଛି ରେଳ ବିଭାଗ। ସୂଚନା ଦିଆଯାଉଥିବା ସ୍ଥାନରେ ବଗି ନ ରହିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ ଆସୁଛି। ବୁଧବାର ଅନୁଗୁଳ ସହର ଗାନ୍ଧୀମାର୍ଗରେ ରହୁଥିବା ନନ୍ଦ କିଶୋର କେଡିଆ ସକାଳେ ବୃଦ୍ଧ ବାପା, ଦୃଷ୍ଟିହୀନ ମା' …



