‘ଶ୍ରଦ୍ଧା ଓ ଜୀବନର ସଫଳତା’ ନେଇ ସଂସ୍କୃତ ବିଭାଗରେ କର୍ମଶାଳା, ଶ୍ରୀମଦ୍ ଭଗବତ ଗୀତାର ଆବଶ୍ୟକତା ବୁଝିଲେ ଛାତ୍ରଛାତ୍ରୀ
ଅନୁଗୁଳ: ଆଜି ଅନୁଗୁଳ ସରକାରୀ ମହାବିଦ୍ୟାଳୟର ସ୍ନାତକ - ସ୍ନାତକୋତ୍ତର ସଂସ୍କୃତ ବିଭାଗ ଓ ଜାତୀୟ ସେବା ଯୋଜନା ତରଫରୁ ଶ୍ରଦ୍ଧା ଓ ଜୀବନର ସଫଳତା ଶୀର୍ଷକ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଛି। ମୁଖ୍ୟ ଅତିଥିଭାବେ ଆଚାର୍ଯ୍ୟା ସ୍ଵାମିନୀ ଆତ୍ମିକାନନ୍ଦ…



