ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଭେଟିଲା ଓକିଲ ସଂଘ, ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା
ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଅନୁଗୁଳର ଉପଜିଲ୍ଲାପାଳ ତଥା ଉପଜିଲ୍ଲା ମାଜିଷ୍ଟ୍ରେଟ୍ ମାୟାଧର ବେହେରାଙ୍କୁ ସାକ୍ଷାତ୍ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆଲୋଚନାରେ ଅନେକ ସମସ୍ୟାକୁ ଉତ୍ଥାପନ କରିଥିଲେ…



