ନିୟମିତ ଆସୁ ନାହାନ୍ତି ସାର୍: ପ୍ରତିବାଦରେ ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ
ଅନୁଗୁଳ: ସାର ନିୟମିତ ଆସୁ ନ ଥିବାରୁ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଅନ୍ତର୍ଗତ କରଡ଼ାପାଳ ପଞ୍ଚାୟତ ମୁନିପାଳପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଆଜି ଏଭଳି ଘଟଣା ଘଟିଛି। ଏଠାରେ ପ୍ରଥମରୁ ପଞ୍ଚମ…
