ଟିୟୁସନ ଗଲା ବେଳେ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ ଜେଲ ଓ ଜରିମାନା
ଅନୁଗୁଳ:ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ। ୨୦୨୧ ମସିହାର ଏକ ମାମଲାର ଶୁଣାଣି କରି ଜଜ ଏହି ରାୟ ଦେଇଛନ୍ତି। ସୂଚନା ମୁତାବକ, ଗତ ୧୬. ୧୧. ୨୦୨୧…





