ପୁରୀ ଶ୍ରୀ ମନ୍ଦିର ପରିଚାଳନା ସମିତି ସଦସ୍ୟ ହେଲେ ପଣ୍ଡିତ ମହେଶ ସାହୁ
ଅନୁଗୁଳ: ଅନୁଗୁଳ ଜିଲା ବନ୍ତଳା ଅଞ୍ଚଳର ଜଣେ ବିଦ୍ୱାନ ବାଗ୍ମୀ ପଣ୍ଡିତ ଭାବେ ସୁପରିଚିତ ମହେଶ ସାହୁ ପୁରୀ ଶ୍ରୀ ମନ୍ଦିର ପରିଚାଳନା ସମିତିର ସଦସ୍ୟ ଭାବେ ମନୋନୀତ ହୋଇଥିବା ଜଣାପଡିଛି। ସୂଚନା ଯେ ଶ୍ରୀ ସାହୁ ବର୍ତ୍ତମାନ ବିଶ୍ୱ ହିନ୍ଦୁ…





