ଡିଜେ ଆଗରେ ଯୁବ ନେତାଙ୍କ ନାଚ: ନୀତିନିୟମ କାହା ପାଇଁ…?
ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଗଣେଷ ପୂଜା ଠାରୁ ଅନ୍ୟନ୍ୟ ପର୍ବପର୍ବାଣୀ କେଉଁଠି ହେଲେ ମଧ୍ୟ ଡିଜେ ସାଉଣ୍ଡ ବାଜିବା ପାଇଁ ପ୍ରଶାସନ ଅନୁମତି ଦେଇନାହିଁ। ଏପରିକି କଡାକଡି ଭାବେ ନିୟମକୁ ପାଳନ କରିବାକୁ ପୋଲିସକୁ ନିର୍ଦେଶ ରହିଛି। କିନ୍ତୁ ଏହି…
ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଗଣେଷ ପୂଜା ଠାରୁ ଅନ୍ୟନ୍ୟ ପର୍ବପର୍ବାଣୀ କେଉଁଠି ହେଲେ ମଧ୍ୟ ଡିଜେ ସାଉଣ୍ଡ ବାଜିବା ପାଇଁ ପ୍ରଶାସନ ଅନୁମତି ଦେଇନାହିଁ। ଏପରିକି କଡାକଡି ଭାବେ ନିୟମକୁ ପାଳନ କରିବାକୁ ପୋଲିସକୁ ନିର୍ଦେଶ ରହିଛି। କିନ୍ତୁ ଏହି…
ତାଳଚେର: ତାଳଚେର ସନ୍ଥପଡ଼ା ବ୍ରାହ୍ମଣୀ ନୂତନ ସେତୁ ଉପରେ ବିରାଟ ଗର୍ତ୍ତ। ମାତ୍ର ବର୍ଷେ ତଳେ ଏହି ସେତୁ ନିର୍ମିତ ହୋଇଥିଲା। କିନ୍ତୁ ଏତେ ଶୀଘ୍ର ସେତୁ ଉପରେ ଗର୍ତ୍ତ ହୋଇଥିବାରୁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାଦାରଙ୍କ ଠକେଇ…
ଅନୁଗୁଳ: ଅନୁଗୁଳ ବ୍ଲକ ଶଙ୍ଖପୁର ଗାଁର ଅବସରପ୍ରାପ୍ତ ଶିକ୍ଷକ ଗିରିଶ ଚନ୍ଦ୍ର ଦେହୁରୀ (୬୭)ଙ୍କ ଶୁକ୍ରବାର ହୃଦଘାତରେ ପରଲୋକ ହୋଇଛି। ୨୦୧୬ ମସିହାରେ ଅବସର ପରେ ନିଜକୁ ସମାଜ ସେବାରେ ନିୟୋଜିତ କରିଥିଲେ। ସେ ଜଣେ ଭଦ୍ର ନମ୍ର ସହ ଅତ୍ୟନ୍ତ…
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ମହାଆଡ଼ମ୍ବରରେ ପାଳନ ହେଉଛି। ଏହାକୁ ନଜର ରଖି ଆଜି ରାଜ୍ୟ ଖାଦ୍ୟ ନିରାପତ୍ତା ବିଭାଗର ଏକ ଟିମ ଅଚାନକ ପୂଜାରେ ଦେଇଥିବା ଖାଦ୍ୟ ପଦାର୍ଥ ଷ୍ଟଲ ଗୁଡ଼ିକ ଉପରେ ଚଢ଼ାଉ କରିଥିଲା ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଧୀନ ଏକ ଗାଁରେ ଜଣେ ମହିଳା ଋଣ ଟଙ୍କା ସୁଝି ପାରିଲେନି ବୋଲି କଙ୍ଗାରୁ କୋର୍ଟରେ ଦଣ୍ଡିତ କରାଯାଇଛି। ମହିଳାଙ୍କ ମୁହଁରେ କାଳି, ବେକରେ ଚପଲମାଳ ପକାଇ ଗାଁ ଦାଣ୍ଡରେ ବୁଲାଇ ଅପମାନିତ କରାଯାଇଛି।…
ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଗଣେଶ ପୂଜାକୁ ନେଇ ବାଦବିବାଦ କମିବାରେ ନାଁ ଧରୁନାହିଁ। ଗୋଟିଏ ପରେ ଗୋଟିଏ ବିବାଦ ମୁଣ୍ଡ ଟେକୁଥିବା ବେଳେ ପ୍ରଶାସନ ଏହାକୁ ସମାଧାନ କରିବା ବଦଳରେ ଅଦୃଶ୍ୟ ଚାପରେ ଚାପି ହୋଇଯାଉଛି। ଦୀର୍ଘବର୍ଷ ଧରି ସହର…
ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଦିନକୁ ଦିନ ଜବରଦଖଲ କାରୀଙ୍କ ପଦୁର୍ଭାଵ ବଢ଼ିବାରେ ଲାଗିଛି। ବିଶେଷକରି ସହର ମଧ୍ୟରେ ଥିବା ମାରୁୱାଡ଼ି ଧର୍ମଶାଳା ଠାରୁ ବଜାର ଛକ ପର୍ଯ୍ୟନ୍ତ ରାସ୍ତାକୁ ଅଧିକ ଜବରଦଖଲ କରାଯାଇଛି। ପୂର୍ବ ପୌର ନିର୍ବାହୀ ଅଧିକାରୀ ଦୀର୍ଘବର୍ଷ…
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗୋତମରା ଗ୍ରାମର ଲ ଅଧିଷ୍ଠାତ୍ରୀ ଦେବୀ ମା' ମହାପାଟଙ୍କ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଛି । ବୁଧବାର ସକାଳେ ମା'ଙ୍କ ଆଲାମ ଦିଅଁଘରୁ ବାଜା, ଛତି, ତରାଶ ଧରି ଗ୍ରାମ ପରିକ୍ରମା କରି ପୀଠକୁ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବ୍ରାହ୍ମଣବିଲ ଗ୍ରାମ ବରମୁଣ୍ଡା ଗଣେଶ ପୂଜା କମିଟି ପକ୍ଷରୁ ମା' ଡ଼ାକେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଏକ ମେଗା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୩୮ ୟୁନିଟ୍ ରକ୍ତ ସଂଗ୍ରହ…
ଅନୁଗୁଳ: ଅନୁଗୁଳ ବ୍ଲକ ବସଲା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା' ଗ୍ରାମେଶ୍ୱରୀଙ୍କ ବାର୍ଷିକ ଯାତ୍ରା ଓ ନୂତନଗୃହ ପ୍ରତିଷ୍ଠା ଉତ୍ସବ ଗୁରୁବାର ଦିନ ବହୁତ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ମା'…