ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର: ୮୪ ଜଣ ଦେଲେ ରକ୍ତ
ଅନୁଗୁଳ: ଅନୁଗୁଳ ସାପ୍ତାହିକ ହାଟ ନିକଟସ୍ଥ ସାଇ ବିହାର ଠାରେ ଶ୍ରୀ ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ରକ୍ତର ଅଭାବ ଦୂର କରିବା ପାଇଁ ଶ୍ରୀ ସତ୍ୟସାଇ ସେବା ସମିତିର ସେବାଦଳ ଭାଇ…
ଅନୁଗୁଳ: ଅନୁଗୁଳ ସାପ୍ତାହିକ ହାଟ ନିକଟସ୍ଥ ସାଇ ବିହାର ଠାରେ ଶ୍ରୀ ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ରକ୍ତର ଅଭାବ ଦୂର କରିବା ପାଇଁ ଶ୍ରୀ ସତ୍ୟସାଇ ସେବା ସମିତିର ସେବାଦଳ ଭାଇ…
ଅନୁଗୁଳ: ଅନୁଗୁଳରେ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତିନି ଜଣ ଯୁବ ପ୍ରତିଭାଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି। ଅନୁଗୁଳର ଶିବାନୀ ଶଙ୍କର ଗୌଡ଼ଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି, ଅନ୍ନଦା ସାହୁଙ୍କୁ…
ତାଳଚେର : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ଯାତ୍ରାର ଅବ୍ୟାହତି ପୂର୍ବରୁ ହିଙ୍ଗୁଳା ସେକ୍ଟର ପୁରୁଣା ଟ୍ରକ ମାଲିକ ସଂଘ ପକ୍ଷରୁ ମନ୍ଦିରକୁ ଏକ ନୂତନ ଜେନେରେଟର ପ୍ରଦାନ କରାଯାଇଛି। ମା' ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି…
ଭୁବନେଶ୍ୱର: ଚଳିତ ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ରାଜନୈତିକ ଦଳ ବିଭିନ୍ନ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ଲାଗିଛନ୍ତି। ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୨ଟି ପାଇଁ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା…
ଭୁବନେଶ୍ଵର: ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୨୫ରୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏପ୍ରିଲ ୨୫ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରାଯାଇଛି। ସେପଟେ ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ…
ଭୁବନେଶ୍ଵର: ଆଜି ବି ସକାଳୁ ଅସହ୍ୟ ତାତି। ସାଢେ ୮ଟା ସୁଦ୍ଧା ୩୭ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିଭଳି ବଲାଙ୍ଗୀରରେ ୩୫.୪, ଭଦ୍ରକରେ ୩୫, ଯାଜପୁରରେ ୩୪.୮, ଭବାନୀପାଟଣା ଓ ଝାରସୁଗୁଡାରେ ୩୪.୪ ଡିଗ୍ରୀ, କେନ୍ଦୁଝର…
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ ପଙ୍କଜିନୀ ବିଶ୍ୱାଳଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ୨୦୨୩ ମସିହା ମେ ୧୨ ତାରିଖରେ ଲାଞ୍ଚ ନେବା ମାମଲାରେ ଅନୁଗୁଳ ଭିଜିଲାନ୍ସ କୋର୍ଟରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।…
ଭୁବନେଶ୍ୱର : ଏୟାର କୁଲିଂ ହେଲମେଟ୍ ପିନ୍ଧିଲେ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ପୋଲିସ । ପରୀକ୍ଷାମୂଳକ ଭାବେ ଟ୍ରାଫିକ କନେଷ୍ଟବଳଙ୍କ ପାଇଁ ଏୟାର କୁଲିଂ ହେଲମେଟ୍ ଆରମ୍ଭ ହୋଇଛି। ପାରଦ ଉପରମୁହାଁ ହୋଇଥିବା ବେଳେ ଟ୍ରାଫିକ କନେଷ୍ଟବଳଙ୍କ ପାଇଁ କାମ…
ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା କିଆକଟା ଓଭର ବ୍ରିଜ ଉପରେ ବାଇକ ରଖି ଠିଆ ହୋଇଥିବା ବେଳେ ଧକ୍କା ଦେଲା ଆମ୍ବୁଲାନ୍ସ। ଘଟଣାସ୍ଥଳରେ ଚାଲିଗଲା ଦମ୍ପତିଙ୍କ ଜୀବନ। ଅଳ୍ପକେ ବର୍ତ୍ତିଗଲେ ଦୁଇ ଶିଶୁ। ସୂଚନା ମୁତାବକ, କିଆକଟା ଓଭର ବ୍ରିଜରେ ମିଟୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମରେ ରାମ ନବମୀ ଚାଲିଥିବା ବେଳେ ଜାତିଆଣ ଆକ୍ଷେପ କରି ଜଣେ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼ମାରି ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି। ଚନ୍ଦନପୁର ଗ୍ରାମର ଦଳିତ ବ୍ୟକ୍ତିମାନେ…