ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ଦସ୍ତଖତ, ‘ପିଏମ୍ କିସାନ ନିଧି’ରେ ଚାଷୀଙ୍କ ପାଇଁ ଜାରି କଲେ ୨୦ ହଜାର କୋଟି ଟଙ୍କା
ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ଆଉ କୃଷକଙ୍କ କଲ୍ୟାଣ ନିମନ୍ତେ ନିଜର ପ୍ରଥମ ଫାଇଲ୍ ଦସ୍ତଖତ କରିଛନ୍ତି । ପ୍ରଧାନମନ୍ତ୍ରୀ ‘ପିଏମ୍ କିସାନ ନିଧି’ର ୧୭ତମ କିସ୍ତିରେ ୨୦ ହଜାର…



