ତାଳଚେର ପୌର ଡାକ୍ତରଖାନାରୁ ପଦବୀ ଉଚ୍ଛେଦ ନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
ଅନୁଗୁଳ: ସମସ୍ତ ପୌର ଡାକ୍ତରଖାନାରୁ ଲାବୋରେଟୋରୀ ଟେକ୍ନିସିଆନ୍, ହିସାବ ରକ୍ଷକ ସହିତ ଡାଟା ଏଣ୍ଟ୍ରି ଅପରେଟର ପଦବୀ ଉଚ୍ଛେଦ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଧାରାରେ ଅନୁଗୁଳ ଜିଲ୍ଲା ତାଳଚେର ପୌର ଡାକ୍ତରଖାନାରୁ ମଧ୍ୟ ଦୁଇଟି ପଦବୀ ଉଚ୍ଛେଦ…



