ସ୍ଵେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଅନୁଗୁଳ: ଅନୁଗୁଳ ସହର ଶିମିଳିପଡ଼ା ଠାରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିମିଳିପଡ଼ା ଏସବିଆଇ ରାସ୍ମେକ୍ ବ୍ରାଞ୍ଚ ଠାରେ ଶ୍ରୀ ଏଣ୍ଟରପ୍ରାଇଜ ଏବଂ ଦିବ୍ୟମ ଆସୋସିଏଟ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହି ରକ୍ତ ଦାନ ଶିବିର…



