ପରିଚୟ ଦେଇଛି ଟେରାକୋଟା କାମ: ମାଗଣା ପ୍ରଶିକ୍ଷଣ ପରେ ଭଲ ରୋଜଗାର କରୁଛନ୍ତି କାଣ୍ଡସର କୁମ୍ଭାର ସାହିର ମହିଳା
ଅନୁଗୁଳ: ମାଟି ଆଉ ମଣିଷର ସମ୍ପର୍କ ବହୁତ ପୁରୁଣା। ଏଣୁ ଆଜି ବି ପ୍ରତିଟି ଘର କରଣା ସାମଗ୍ରୀରେ ମାଟି ବ୍ୟବହୃତ ହେଉଛି। ଏବେ ଭିନ୍ନ ପରିଚୟ ପାଇଛି ମାଟି। ନୂଆ ରୂପରେ ସଜେଇ ହୋଇଛି ମାଟି। ନାଁ ପାଇଛି ଟେରାକୋଟା।…



