ଅବ୍ୟବସ୍ଥା ଘେରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ସପ୍ତାହରେ ଥରୁଟିଏ ବି ବଦଳୁନି ବେଡସିଟ, ଦୁର୍ଗନ୍ଧରେ କଲବଲ ହେଉଛନ୍ତି ରୋଗୀ

ଅନୁଗୁଳ: ଅବ୍ୟବସ୍ଥା ଘେରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏହି ଜିଲ୍ଲା ହେଡ କ୍ୱାର୍ଟର ସବୁବେଳେ ଚିକିତ୍ସାରେ ଅବହେଳା ତଥା ରୋଗୀଙ୍କୁ ଉଚିତ ସେବା ଯୋଗାଉ ନ ଥିବାରୁ ଚର୍ଚ୍ଚାରେ ଥିଲେ ମଧ୍ୟ ବ୍ୟବସ୍ଥାରେ ସୁଧୁରିବାର ନାଁ ଧରୁନି। ହସ୍ପିଟାଲରେ ଗତ…

Continue Readingଅବ୍ୟବସ୍ଥା ଘେରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ସପ୍ତାହରେ ଥରୁଟିଏ ବି ବଦଳୁନି ବେଡସିଟ, ଦୁର୍ଗନ୍ଧରେ କଲବଲ ହେଉଛନ୍ତି ରୋଗୀ

କାମରୁ ଫେରିବା ବେଳେ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ କଳମଛୁଇଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କହ୍ନେଇ ନାଏକଙ୍କ ପୁଅ ପଞ୍ଚାନନ ନାଏକ (୪୫)। ସୂଚନା ମୁତାବକ, ପଞ୍ଚାନନ ମଙ୍ଗଳବାର ରାତି ୧୧ଟା ସମୟରେ କାମ ସାରି…

Continue Readingକାମରୁ ଫେରିବା ବେଳେ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ: ଯୋଗ ଦେଲେ ଶତାଧିକ ବିଜେଡି ନେତା, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ

  ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ଼ ପଞ୍ଚାୟତ ଅନୁଗୁଳ ବ୍ଲକ ଅନ୍ତର୍ଗତ ବଡ଼କନ୍ତକୂଳ ପଞ୍ଚାୟତ ଖିଣ୍ଡା ଠାରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଅନୁଗୁଳ ନିର୍ବାଚନ…

Continue Readingବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ: ଯୋଗ ଦେଲେ ଶତାଧିକ ବିଜେଡି ନେତା, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ

ଶୋଇଥିବା ବେଳେ ସାପ କାମୁଡ଼ାରେ ଜଣେ ମୃତ

ଅନୁଗୁଳ: ସାପ କାମୁଡ଼ାରେ ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ପଞ୍ଚାୟତର ଧରାକୁଠ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରଫୁଲ୍ଲ ମାଟିଆରି(୪୫)। ସୂଚନା ମୁତାବକ, ପ୍ରଫୁଲ୍ଲ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା।…

Continue Readingଶୋଇଥିବା ବେଳେ ସାପ କାମୁଡ଼ାରେ ଜଣେ ମୃତ

ଭାରତରେ ପ୍ରଧାନମନ୍ତ୍ରୀ: ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ଗୋଟିଏ ସିଟରୁ ଲଗାତାର ୩ ଥର ଲଢ଼ୁଛନ୍ତି ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଥର ପାଇଁ ବାରାଣସୀ ସିଟରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ଭାବେ ଜବାହର ଲାଲ ନେହରୁ ଓ ଅଟଳ ବିହାରୀ ବାଜପେୟୀ ଗୋଟିଏ ସିଟରୁ ୩ ଥର ନିର୍ବାଚନ…

Continue Readingଭାରତରେ ପ୍ରଧାନମନ୍ତ୍ରୀ: ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ଗୋଟିଏ ସିଟରୁ ଲଗାତାର ୩ ଥର ଲଢ଼ୁଛନ୍ତି ନରେନ୍ଦ୍ର ମୋଦି

ଏଥର ଶୀଘ୍ର ଆସିବ ମୌସୁମୀ, ୧୯ ରେ ଆଣ୍ଡାମାନ ଛୁଇଁବ

  ଭୁବନେଶ୍ୱର: ଏଥର ଶୀଘ୍ର ଆସିବ ମୌସୁମୀ। ଏ ନେଇ ଆକଳନ କରିଛି ପାଣିପାଗ ବିଭାଗ। ଆସନ୍ତା ୧୯ ତାରିଖ ସୁଦ୍ଧା ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ…

Continue Readingଏଥର ଶୀଘ୍ର ଆସିବ ମୌସୁମୀ, ୧୯ ରେ ଆଣ୍ଡାମାନ ଛୁଇଁବ

୨୦ରେ ମୋଦିଙ୍କ ଅନୁଗୁଳ ଗସ୍ତ ନେଇ କର୍ମୀ ଉତ୍ସାହିତ, ବଦଳିବ ରାଜନୈତିକ ସମୀକରଣ

  ଅନୁଗୁଳ: ଆସନ୍ତା ୨୦ ତାରିଖରେ ଅନୁଗୁଳ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ବିଜେପି ମହଲରେ ଉତ୍ସାହ ଦେଖାଦେଇଛି। ମୋଦିଙ୍କ ଆଗମନ ପରେ ଅନୁଗୁଳ ଜିଲ୍ଲାର ପାଞ୍ଚଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଦୁଇଟି ଯାକ…

Continue Reading୨୦ରେ ମୋଦିଙ୍କ ଅନୁଗୁଳ ଗସ୍ତ ନେଇ କର୍ମୀ ଉତ୍ସାହିତ, ବଦଳିବ ରାଜନୈତିକ ସମୀକରଣ

ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଜେପିର ମୋଟର ସାଇକେଲ ରାଲି, ଯୋଗ ଦେଲେ ଶତାଧିକ କର୍ମୀ

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ମଙ୍ଗଳବାର ସନ୍ଧ୍ୟାରେ ଏକ ବିଶାଳ ମୋଟର ସାଇକେଲ ରାଲିର ଆୟୋଜନ କରିଥିଲେ। ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏହି ବିଶାଳ ଶୋଭାଯାତ୍ରାରେ ବହୁ ସଂଖ୍ୟକ ସମର୍ଥକଙ୍କ ସହିତ ପ୍ରତାପ…

Continue Readingଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଜେପିର ମୋଟର ସାଇକେଲ ରାଲି, ଯୋଗ ଦେଲେ ଶତାଧିକ କର୍ମୀ

ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଯୋଗ ଦେଲେ ଶତାଧିକ ବିଜେଡି ନେତା

  ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ବଅଁରପାଳ ବ୍ଲକ ଅନ୍ତର୍ଗତ ମହୀଧରପୁର ପଞ୍ଚାୟତ ଅନୁଗୁଳ ବ୍ଲକ ଅନ୍ତର୍ଗତ ବାରଗୌଣୀଆ ପଞ୍ଚାୟତର ବନ୍ତଳା ପଞ୍ଚାୟତ ବାଳୁଅକଟା ପଞ୍ଚାୟତ ଠାରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି…

Continue Readingବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଯୋଗ ଦେଲେ ଶତାଧିକ ବିଜେଡି ନେତା

ଆଠମଲ୍ଲିକ ଘାଟିରେ ଦୁର୍ଘଟଣାଗ୍ରସ୍ତ ବିଜେପି ନେତାଙ୍କୁ ହସ୍ପିଟାଲରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  ଅନୁଗୁଳ: ଆଠମଲ୍ଲିକ ଘାଟି ରାସ୍ତାରେ ଦୁର୍ଘଟଣା ହୋଇ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ବଇଣ୍ଡା ଠାରେ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ସାରି କାର ଯୋଗେ ବିଜେପିର କିଛି…

Continue Readingଆଠମଲ୍ଲିକ ଘାଟିରେ ଦୁର୍ଘଟଣାଗ୍ରସ୍ତ ବିଜେପି ନେତାଙ୍କୁ ହସ୍ପିଟାଲରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ