ଡକାୟତି ଯୋଜନା ପଣ୍ଡ: ଲୁଟେରା ଗ୍ୟାଙ୍ଗର ୫ ଜଣ ଗିରଫ, ହାତ ତିଆରି ବୋମା ସହ ମାରଣାସ୍ତ୍ର ଜବତ
ଅନୁଗୁଳ: ଅନୁଗୁଳ ସାପ୍ତାହିକ ହାଟରେ ସଂଗଠିତ ହୋଇ ଡକାୟତି ଯୋଜନା କରୁଥିବା ବେଳେ ଏକ ଲୁଟେରା ଗ୍ୟାଙ୍ଗ୍ଙ୍କୁ କାବୁ କରିଛି ଟାଉନ୍ ଥାନା ପୋଲିସ। ଗ୍ୟାଙ୍ଗ୍ର ୫ ଜଣଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ବହୁ ମାରଣାସ୍ତ୍ର ଜବତ…



