ରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଶିଣା ନିକଟସ୍ଥ ରେଳ ଧାରଣାରୁ ମଙ୍ଗଳବାର ରେଢ଼ାଖୋଲ ରେଳବାଇ ପୋଲିସ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି। ମୃତକ ହେଲେ ପ୍ରତାପପୁର ଗ୍ରାମର ସିପୁନ ନାଗ (୨୩ )। ତାଙ୍କ ମୃତ୍ୟୁର କାରଣ…
ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଶିଣା ନିକଟସ୍ଥ ରେଳ ଧାରଣାରୁ ମଙ୍ଗଳବାର ରେଢ଼ାଖୋଲ ରେଳବାଇ ପୋଲିସ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି। ମୃତକ ହେଲେ ପ୍ରତାପପୁର ଗ୍ରାମର ସିପୁନ ନାଗ (୨୩ )। ତାଙ୍କ ମୃତ୍ୟୁର କାରଣ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁକତୁଙ୍ଗା ଗ୍ରାମର ଜଣେ ଯୁବକ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ ରବୀନ୍ଦ୍ର ସାହୁଙ୍କ ପୁଅ ମହେଶ୍ବର ସାହୁ (୨୯)। ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୭ଟା ସମୟରେ ଅଗଣାରେ…
ବଇଣ୍ଡା : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ବୁଧବାର ଠାରୁ ଆରମ୍ଭ ହେବ ଚନ୍ଦନ ଯାତ୍ରା। ବିଶେଷ କରି ଗୋଟିଏ ଦିନ ଯାତ୍ରା ସହ ୪ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଅଞ୍ଚଳବାସୀ ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟକ୍ରମରେ…
ଅନୁଗୁଳ: ପ୍ୟାନ ଇଣ୍ଡିଆ ମାଷ୍ଟର୍ସ ଗେମ୍ସ ଫେଡେରେସନ ତରଫରୁ ହାଇଦ୍ରାବାଦ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଜାତୀୟ ଫେଡେରେସନ କପରେ ଅନୁଗୁଳର ଖ୍ୟାତିସମ୍ପନ୍ନ କ୍ରୀଡାବିତ୍ ପ୍ରକାଶ ଗଡ଼ନାୟକ ରାଜ୍ୟ ତରଫରୁ ପ୍ରତିନିଧିତ୍ଵ କରିଛନ୍ତି। ଏଥିରେ ଦେଶର ବିଭିନ୍ନ ରାଜ୍ୟର କୋଣ ଅନୁକୋଣରୁ…
ଵଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ହେବାକୁ ଥିବା ବଇଣ୍ଡା ଚନ୍ଦନ ଯାତ୍ରା ପାଇଁ ସୋମବାର ଦିନ ବଇଣ୍ଡା ଫାଣ୍ଡି ପରିସରରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ହଣ୍ଡପା ଆଇଆଇସି…
ଅନୁଗୁଳ: ପୂର୍ବତନ ସରପଞ୍ଚଙ୍କୁ ହତ୍ୟା। ଛେଣ୍ଡିପଦା-ଜେରେଙ୍ଗ ଗାଁରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ହେଲେ ବିଭୂତି ଭୂଷଣ ଗଡ଼ନାୟକ। ଗାଁ ଦାଣ୍ଡରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ…
ଭୁବନେଶ୍ୱର: ଭାରତର ଏକ ଲୋକପ୍ରିୟ ଗାଡ଼ି ନିର୍ମାଣକାରୀ ସଂସ୍ଥା ହେଉଛି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା। ନିକଟରେ କମ୍ପାନୀ ସୂଚନା ଦେଇଛି ଯେ ଥାର୍ 5-ଡୋର୍ ଲାଇଫଷ୍ଟାଇଲ୍, ଅଫ୍ ରୋଡ୍ ଏସୟୁଭି ୧୫ ଅଗଷ୍ଟ ୨୦୨୪ ରେ ସର୍ବଭାରତୀୟ ସ୍ତରରେ ଲଞ୍ଚ କରିବ।…
ଢେଙ୍କାନାଳ: ସିନେମା ହଲର ଇତିହାସ ବହୁ ପୁରୁଣା। ଏବେ ସିନା ଆମେ ଆଧୁନିକ ଦୁନିଆରେ ମଲ୍ଟିପ୍ଲେକ୍ସରେ ସିନେମା ଉପଭୋଗ କରୁଛେ। କିନ୍ତୁ ଆଗରୁ ଦର୍ଶକ ଚାଳଘର ଚଟାଣରେ ଅଖା ପାରି କିମ୍ବା କାଠବେଞ୍ଚ୍ରେ ବସି ସିନେମା ଦେଖୁଥିଲେ। ତେବେ ଅତୀତର ସିନେମା…
ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ପାସ୍ ହାର ରହିଛି। ବିଦ୍ୟାଳୟର ମୋଟ ୧୫୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ A1- ୧୦ ଜଣ, A2-୨୩ ଜଣ, B1-୩୮ ଜଣ,…
କଣିହାଁ: ଅନୁଗୁଳ ଜିଲ୍ଲା ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ବ୍ଲକର ୯ ନମ୍ବର ଜିଲ୍ଲା ପରିଷଦ ଜୋନ ଜରଡ଼ା ଗ୍ରାମବାସୀ ଶନିବାର ଭୋଟ ବର୍ଜନ କରିଛନ୍ତି। କୋଇଲା ଖଣି ବିସ୍ଥାପନ ଥଇଥାନ ପୁନଃବସତି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ଦାବିକୁ…