ଝାମ୍ପୁଲି ନଈରେ କୁମ୍ଭୀର ଆତଙ୍କ, ନଈକୁ ନ ଯିବାକୁ ପରାମର୍ଶ
ଅନୁଗୁଳ: ଅନୁଗୁଳ ଜିଲ୍ଲା ହିମିତିରା ନଈର ସଙ୍ଗମ ଝିମେଇ ଠାରେ ଆଜି ଏକ ବଡ଼ କୁମ୍ଭୀର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ମାନଯୋର ପ୍ରକଳ୍ପରେ ମିଶିଥିବା ଘୋଷର -ରାଇବାହାଳ ନଈର ଝାମ୍ପୁଲୀ ଝିମେଇ ଠାରେ ଏକ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ…





