ସୁଭଦ୍ରାକୁ ନେଇ ସତର୍କ କଲେ ଉପମୁଖ୍ୟମନ୍ତ୍ରୀ: କୌଣସି ଫୋନ କଲ୍ କିମ୍ବା ଲିଙ୍କରେ ବିଶ୍ୱାସ ନ କରିବାକୁ ଦେଲେ ପରାମର୍ଶ
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ବହୁ ଚର୍ଚ୍ଚା। ଖୋଦ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି ଏହାର ଲୋକାର୍ପଣ ପାଇଁ। ଆସନ୍ତାକାଲି ଏହି ବହୁ ପ୍ରତୀକ୍ଷିତ ଯୋଜନାର ଶୁଭାରମ୍ଭ ହେବ। ତେବେ ଇତି ମଧ୍ୟରେ ପାଖାପାଖି ୬୦ ଲକ୍ଷ ମହିଳା ସୁଭଦ୍ରା…



