ଅନୁଗୁଳ ଡ଼ାକ୍ତରଖାନାରୁ ମହିଳା ଫେରାର

ଅନୁଗୁଳ: ଅନୁଗୁଳ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ଜଣେ ସମ୍ପର୍କୀୟଙ୍କୁ ଦେଖିବାକୁ ଆସି ଜଣେ ମହିଳା ଫେରାର ହୋଇଯିବା ଘଟଣା ଥାନାରେ ଅଭିଯୋଗ ହୋଇଛି। କୁମଣ୍ଡ ଅଞ୍ଚଳର ଅରୁଣ କୁମାର ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି କି ତାଙ୍କ ଭାଇବୋହୁ…

Continue Readingଅନୁଗୁଳ ଡ଼ାକ୍ତରଖାନାରୁ ମହିଳା ଫେରାର

ରିପବ୍ଲିକ ପାର୍ଟି ଅଫ ଇଣ୍ଡିଆ ପାର୍ଟିର ୬୭ ତମ ବର୍ଷ ପୂର୍ତ୍ତି ପାଳିତ

ଅନୁଗୁଳ: ଆଜି ସ୍ଥାନୀୟ ଏକ ହୋଟେଲ ଠାରେ ରିପବ୍ଲିକ ପାର୍ଟି ଅଫ ଇଣ୍ଡିଆ (RPI) ପାର୍ଟିର ୬୭ ତମ ବର୍ଷ ପୂର୍ତ୍ତି ପାଳିତ ହୋଇଛି। ଏ ଅବସରରେ ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ସେହିପରି ୫୫ ନମ୍ବର୍ ଜାତୀୟ ରାଜପଥ…

Continue Readingରିପବ୍ଲିକ ପାର୍ଟି ଅଫ ଇଣ୍ଡିଆ ପାର୍ଟିର ୬୭ ତମ ବର୍ଷ ପୂର୍ତ୍ତି ପାଳିତ

ବିଜେପିର ଢେଙ୍କାନାଳ ପାର୍ଲିଆମେଣ୍ଟର କୋର କମିଟି ବୈଠକ ଆୟୋଜିତ: ମୋଦି ସରକାରଙ୍କ କାର୍ଯ୍ୟଧାରାକୁ ପ୍ରଶଂସା

ଅନୁଗୁଳ: ଅନୁଗୁଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଢେଙ୍କାନାଳ ପାର୍ଲିଆମେଣ୍ଟର କୋର କମିଟି ବୈଠକ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ପାର୍ଲିଆମେଣ୍ଟ ବିଜେପି କୋ- ଅଡିନେଟର ପ୍ରେମାନନ୍ଦ ଜେନାଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ବିଜେପି…

Continue Readingବିଜେପିର ଢେଙ୍କାନାଳ ପାର୍ଲିଆମେଣ୍ଟର କୋର କମିଟି ବୈଠକ ଆୟୋଜିତ: ମୋଦି ସରକାରଙ୍କ କାର୍ଯ୍ୟଧାରାକୁ ପ୍ରଶଂସା

ଆରପିଆଇ ପାର୍ଟିର ନୂତନ ଜିଲ୍ଲା ଯୁବ ସଭାପତି ଭାବେ ଦାୟିତ୍ୱ ନେଲେ ସୁଶୀଲ କୁମାର ନାୟକ

ଅନୁଗୁଳ: ବାବା ସାହେବ୍ ଆମ୍ବେଦକରଙ୍କ ଦ୍ଵାରା ନିର୍ମିତ ଆରପିଆଇ ପାର୍ଟିର ୬୭ ବର୍ଷ ପୂର୍ତ୍ତି ଅବସରରେ ନୂତନ ଜିଲ୍ଲା ଯୁବ ସଭାପତି ଭାବେ ସୁଶୀଲ କୁମାର ନାୟକଙ୍କୁ ନିଯୁକ୍ତ କରାଯାଇଛି। ଦାୟିତ୍ୱ ଗ୍ରହଣ ପରେ ସେ ଏଥିପାଇଁ ସମସ୍ତ ଯୁବ ସାଥୀଙ୍କୁ…

Continue Readingଆରପିଆଇ ପାର୍ଟିର ନୂତନ ଜିଲ୍ଲା ଯୁବ ସଭାପତି ଭାବେ ଦାୟିତ୍ୱ ନେଲେ ସୁଶୀଲ କୁମାର ନାୟକ

ଟ୍ରାନ୍ସଫର୍ମର ପାଇଁ ଟିପିସିଓଡ଼ିଏଲ ଅଫିସରେ ତାଲା ପକାଇଲେ ତାଳବୁରି ସାହି ବାସିନ୍ଦା

ଅନୁଗୁଳ: ଟ୍ରାନ୍ସଫର୍ମର ମରାମତି ପାଇଁ ଦାବି କରି କରି କେହି ନ ଶୁଣିବାରୁ ଆଜି ସ୍ଥାନୀୟ ଛେଳିଆପଡା ପଞ୍ଚାୟତ ତାଳବୁରି ସାହି ବାସିନ୍ଦା ଆଜି ସକାଳେ ଟିପିସିଓଡ଼ିଏଲ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ କରିଛନ୍ତି ଯେ କିଛି…

Continue Readingଟ୍ରାନ୍ସଫର୍ମର ପାଇଁ ଟିପିସିଓଡ଼ିଏଲ ଅଫିସରେ ତାଲା ପକାଇଲେ ତାଳବୁରି ସାହି ବାସିନ୍ଦା

ବ୍ରିଜ ଉପରେ ଝୁଲିଛି ବସ୍: ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ କରାଗଲା ଉଦ୍ଧାର

ଅନୁଗୁଳ: ବ୍ରିଜ ଉପରେ ଝୁଲିଛି ବସ୍। କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ନିଗମ ନାମକ ଏକ ବସ୍ ଝୁଲି ରହିଛି। ବସଟି ବ୍ରିଜ ବାଡ଼ ଭାଙ୍ଗି ଅଧା ବ୍ରିଜ ଉପରୁ ତଳକୁ ଝୁଲିଛି। ଯାତ୍ରୀବାହୀ ବସଟି ଅନୁଗୁଳରୁ…

Continue Readingବ୍ରିଜ ଉପରେ ଝୁଲିଛି ବସ୍: ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ କରାଗଲା ଉଦ୍ଧାର

ଅନୁଗୁଳ ଜିଲ୍ଲା ଓବିସି ସେଲ୍ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଅନୁଗୁଳ: ଆଜି ଅନୁଗୁଳ ବ୍ଲକ ଧୋକୁଟା ପଞ୍ଚାୟତରେ ଓବିସି ସେଲ୍ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଧୋକୁଟା ପଞ୍ଚାୟତ ଗୋବିନ୍ଦପୁର ହରିଜନ ସାହିର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ। ଏ ଅବସରରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ…

Continue Readingଅନୁଗୁଳ ଜିଲ୍ଲା ଓବିସି ସେଲ୍ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ମାଗଣା ସ୍ୱାସ୍ଥ୍ୟସେବା ଶିବିରର ଶେଷ ଦିନ: ୨୫,୦୦୦ ରୁ ଊର୍ଦ୍ଧ୍ବ ଲୋକ ପାଇଲେ ମାଗଣା ସ୍ୱାସ୍ଥ୍ୟ ସେବା

ତାଳଚେର: ‘ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନଠୁ ସେବାପକ୍ଷ ପାଳନ ଅବସରରେ ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ଦେବଗଡ଼ ୪ଟି ଜିଲ୍ଲାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଛି। ଆଜି ତାଳଚେର ପିଏମ ଆଇ ଟି…

Continue Readingବିକାଶ ଫାଉଣ୍ଡେସନ ଟ୍ରଷ୍ଟର ମାଗଣା ସ୍ୱାସ୍ଥ୍ୟସେବା ଶିବିରର ଶେଷ ଦିନ: ୨୫,୦୦୦ ରୁ ଊର୍ଦ୍ଧ୍ବ ଲୋକ ପାଇଲେ ମାଗଣା ସ୍ୱାସ୍ଥ୍ୟ ସେବା

“ଆମ ପ୍ରତିଭା, ଆମ ସ୍ବାଭିମାନ” ସଂଗଠନ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଅନୁଗୁଳ: ଆଜି ଆମ ପ୍ରତିଭା, ଆମ ସ୍ବାଭିମାନ ସାମାଜିକ ସଙ୍ଗଠନ ତରଫରୁ ଅନୁଗୁଳ ମ୍ୟୁନିସିପାଲିଟିର ବିଭିନ୍ନ ସ୍ଥାନରେ ଜାତିର ପିତା ମହାତ୍ମା ଗାନ୍ଧୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଛି ଏ ଅବସରରେ ପ୍ରଥମେ ଗାନ୍ଧି…

Continue Reading“ଆମ ପ୍ରତିଭା, ଆମ ସ୍ବାଭିମାନ” ସଂଗଠନ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଅନୁଗୁଳରେ ଜନ ସମ୍ପର୍କ ପଦଯାତ୍ରା: ନବୀନ ଓଡ଼ିଶାର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ

ଅନୁଗୁଳ: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଅନୁଗୁଳରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଏ ଅବସରରେ ଜିଲ୍ଲାର ବେଡା ଶାସନ ପଞ୍ଚାୟତ, ବଅଁରପାଳ ପଞ୍ଚାୟତ ଓ ୱାର୍ଡ ନଂ ୧ରେ…

Continue Readingଅନୁଗୁଳରେ ଜନ ସମ୍ପର୍କ ପଦଯାତ୍ରା: ନବୀନ ଓଡ଼ିଶାର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ