ରାଉରକେଲାରେ ଦମ୍ ଦେଖାଇଲେ ଅନୁଗୁଳ ଛାତ୍ରଛାତ୍ରୀ, ୭ମ ଓଡ଼ିଶା ଜୁନିଅର ପେଞ୍ଚକ ସିଲଟ ଚାମ୍ପିଅନସିପରେ ହାତେଇଲେ ସ୍ବର୍ଣ୍ଣ-ରୌପ୍ୟ-ବ୍ରୋଞ୍ଜ ପଦକ
ଅନୁଗୁଳ: ରାଉରକେଲାରେ ଦମ୍ ଦେଖାଇଲେ ଅନୁଗୁଳ ଛାତ୍ରଛାତ୍ରୀ। ରାଉରକେଲାରେ ଆୟୋଜିତ ୭ମ ଓଡ଼ିଶା ଜୁନିଅର ପେଞ୍ଚକ ସିଲଟ ଚାମ୍ପିଅନସିପରେ ଅନୁଗୁଳ ପ୍ରତିଯୋଗୀ କୃତିତ୍ୱ ହାସଲ କରିଛନ୍ତି। ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଆୟୋଜିତ ଏହି ଚାମ୍ପିଅନସିପରେ ଅନୁଗୁଳ ଜିଲ୍ଲା…





