ଅନୁଗୁଳର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ନିଧନ, କିଛିଦିନ ହେଲା ଥିଲେ ଅସୁସ୍ଥ

ଅନୁଗୁଳ: ଅନୁଗୁଳର ପୂର୍ବତନ ବିଧାୟକ ରମେଶ ଜେନାଙ୍କର ଆଜି ନିଧନ ହୋଇଛି। ନାଲକୋ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଗତ କିଛିବର୍ଷ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ରମେଶ…

Continue Readingଅନୁଗୁଳର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ନିଧନ, କିଛିଦିନ ହେଲା ଥିଲେ ଅସୁସ୍ଥ

ପାକ୍ଷିକ ସମ୍ବାଦ ପତ୍ର ‘ଏରିଆ ଖବର’ର ଅଷ୍ଟମ ବାର୍ଷିକ ଉତ୍ସବ ଆୟୋଜିତ

ତାଳଚେର: ତାଳଚେର ପଞ୍ଚାୟତ ସମିତି ସଭାଘରରେ ପାକ୍ଷିକ ସମ୍ବାଦ ପତ୍ର ଏରିଆ ଖବରର ୮ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପ୍ରଥମେ କାରଗିଲ ସହିଦ ରଞ୍ଜନ କୁମାର ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ତାଳଚେର ବିଡିଓ ଚିନ୍ମୟୀ ଚେତନା…

Continue Readingପାକ୍ଷିକ ସମ୍ବାଦ ପତ୍ର ‘ଏରିଆ ଖବର’ର ଅଷ୍ଟମ ବାର୍ଷିକ ଉତ୍ସବ ଆୟୋଜିତ

ଶୈଳ ଶ୍ରୀକ୍ଷେତ୍ରରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ, ଦୁଇ ଦିନ ଧରି ପ୍ରଦର୍ଶିତ ହେବ ଓଡ଼ିଶା ଚାରୁକଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀକୁ ଆଜି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉଦଘାଟନ କରିଛନ୍ତି। ଏହି ପ୍ରଦର୍ଶନୀରେ ରାଜ୍ୟରେ…

Continue Readingଶୈଳ ଶ୍ରୀକ୍ଷେତ୍ରରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ, ଦୁଇ ଦିନ ଧରି ପ୍ରଦର୍ଶିତ ହେବ ଓଡ଼ିଶା ଚାରୁକଳା

ତୁରଙ୍ଗ ଗ୍ରାମରେ ହାତୀ ଆତଙ୍କ, ଖାଇଗଲେ ପରିବା ଫସଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତୁରଙ୍ଗ ଗ୍ରାମରେ ହାତୀ ଆତଙ୍କ। ହାତୀଙ୍କ ଉପଦ୍ରବ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନା ମୁତାବକ, ଗୁରୁବାର ରାତିରେ ତୁରଙ୍ଗ ଗ୍ରାମକୁ ତିନୋଟି ଦାନ୍ତ ହାତୀ ଆସିଥିବାର ଗ୍ରାମବାସୀ ଦେଖିଥିଲେ। ସେମାନେ ତୁରଙ୍ଗ ସ୍କୁଲ ପଛ ପାଖ…

Continue Readingତୁରଙ୍ଗ ଗ୍ରାମରେ ହାତୀ ଆତଙ୍କ, ଖାଇଗଲେ ପରିବା ଫସଲ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉଚ୍ଛେଦ ହେଲା ମା’ ମଙ୍ଗଳା ମନ୍ଦିର: ଅକସ୍ମାତ ଅଚେତ ହୋଇଗଲେ ବୁଲଡୋଜର ଡ୍ରାଇଭର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା କାଣ୍ଡସର ଗ୍ରାମ ମହୁଲିବୁରୀ ସାହିରେ ଥିବା ମଙ୍ଗଳା ମନ୍ଦିର ଆଜି ଉଚ୍ଛେଦ ହୋଇଛି। ବଅଁରପାଳ ତହସିଲଦାର୍, ନାଲକୋ ଥାନା ଅଧିକାରୀଙ୍କ ସହ ୩ ପ୍ଲାଟୁନ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ପ୍ରଥମେ ଠାକୁରଙ୍କୁ ଅନୁଗୁଳ ମା'…

Continue Readingହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉଚ୍ଛେଦ ହେଲା ମା’ ମଙ୍ଗଳା ମନ୍ଦିର: ଅକସ୍ମାତ ଅଚେତ ହୋଇଗଲେ ବୁଲଡୋଜର ଡ୍ରାଇଭର

ଯୋରନ୍ଦାର ମହିମା ଗାଦିରେ ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟ ଏକ ପ୍ରହସନ : ପୂର୍ବତନ ସାଂସଦ ରୁଦ୍ର ପାଣି

ଢେଙ୍କାନାଳ: ଯୋରନ୍ଦାର ମହିମା ଗାଦିରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିକାଶ କାର୍ଯ୍ୟ ଆରମ୍ଭ ହେବ ପରେ ଏନେଇ ଟିପ୍ପଣୀ ଦେଇଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି। ସେ କହିଛନ୍ତି, ଦୀର୍ଘ ୨୩ ବର୍ଷ ସରକାରରେ ଦାୟିତ୍ୱରେ ରହିବା ପରେ…

Continue Readingଯୋରନ୍ଦାର ମହିମା ଗାଦିରେ ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟ ଏକ ପ୍ରହସନ : ପୂର୍ବତନ ସାଂସଦ ରୁଦ୍ର ପାଣି
Read more about the article ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ଜରିମାନା
Law Judge Gavel And Legality Symbol

ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ଜରିମାନା

ଅନୁଗୁଳ: ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ ଓ ଦୁଷ୍କର୍ମ କରିବା ମାମଲାରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍‌ସୋ ଜଜ୍ ରୁଦ୍ରପ୍ରସାଦ ମହାପାତ୍ର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ତାଳଚେର ଥାନା ବାସନାଳୀ…

Continue Readingନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ଜରିମାନା

ଏଣିକି ସପ୍ତାହରେ ୬ ଦିନ ଖୋଲା ରହିବ ‘ବ୍ଲାକ୍ ଡାଇମଣ୍ଡ’

ଅନୁଗୁଳ: ଏଣିକି ସପ୍ତାହରେ ୬ ଦିନ ଖୋଲାରହିବ ଅନୁଗୁଳସ୍ଥିତ ବିଶ୍ବସ୍ତରୀୟ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’। ପ୍ରତି ସପ୍ତାହରେ କେବଳ ଗୋଟିଏ ଦିନ ଗୁରୁବାର ଏହା ବନ୍ଦ ରହିବ। ଏହା ଛଡ଼ା ସମସ୍ତ ସରକାରୀ ଛୁଟି ଦିନରେ ମଧ୍ୟ…

Continue Readingଏଣିକି ସପ୍ତାହରେ ୬ ଦିନ ଖୋଲା ରହିବ ‘ବ୍ଲାକ୍ ଡାଇମଣ୍ଡ’

‘ସ୍ପନ୍ଦନ’ ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ: ନିଶାଠୁ ଦୂରେଇ ରହିବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଓ ସାମାଜିକ ସଂଗଠନ "ସ୍ପନ୍ଦନ" ଆନୁକୂଲ୍ୟରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସରସ୍ଵତୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ଜିଲ୍ଲା ଅବକାରୀ ବିଭାଗର ଉପ-ଅଧୀକ୍ଷକ ଜ୍ଞାନ ରଞ୍ଜନ ପଣ୍ଡା ଉଦଘାଟନ…

Continue Reading‘ସ୍ପନ୍ଦନ’ ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ: ନିଶାଠୁ ଦୂରେଇ ରହିବାକୁ ପରାମର୍ଶ

ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ଠିଆ ହୋଇଥିବା ବସକୁ ପିଟିଲା ଟ୍ରକ୍, ୨୦ ରୁ ଅଧିକ ଆହତ

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ସ୍ଥିତ ଇଏସଆଇସି ମେଡିକାଲ ସାମ୍ନାରେ ଏକ ଯାତ୍ରୀବାହୀ ବସକୁ ଏକ ଟ୍ରକ ପଛରୁ ପିଟିଛି। ଦୁର୍ଘଟଣାରେ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇ ସ୍ଥାନୀୟ ଇଏସଆଇସି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

Continue Readingଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ଠିଆ ହୋଇଥିବା ବସକୁ ପିଟିଲା ଟ୍ରକ୍, ୨୦ ରୁ ଅଧିକ ଆହତ