କରୋନା ପଜିଟିଭ ସଂଖ୍ୟା ଶୂନ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଦୀର୍ଘ ଦିନ ଧରି ବିଭିନ୍ନ ପ୍ରାନ୍ତରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଗୁରୁବାର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନରେ ପହଞ୍ଚିଛି। ଏଥିସହ ଜିଲ୍ଲାରୁ ୩ ଜଣ ସୁସ୍ଥ ହୋଇଥିବା…
Read More...

ବର୍ଦ୍ଧିତ ହୋଲ୍ଡିଂଟ୍ୟାକ୍ସ ଆଦାୟ ଉପରେ ରୋକ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ପକ୍ଷରୁ ସହରବାସୀଙ୍କଠାରୁ ଗତ ଏପ୍ରିଲ ମାସରୁ ବର୍ଦ୍ଧିତ ହାରରେ ହୋଲ୍ଡିଂ ଟିକସ ଆଦାୟ କରିବାକୁ ନିର୍ଦ୍ଦେଶ ଜାରିକରାଯାଇଥିଲା। ମାନ୍ୟବର ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପକରି…
Read More...

ଶିକ୍ଷକଙ୍କ ସହ ୧୦ ଜୁଆଡ଼ି ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଖମାର ଗାଁରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଛେଣ୍ଡିପଦା ପୁଲିସ ବୁଧବାର ଚଢାଉ କରିଛି। ଏହି ଚଢ଼ାଉରେ ଜଣେ ଶିକ୍ଷକଙ୍କ ସମେତ ୧୦ଜଣଙ୍କୁ ଗିରଫ କରିଛି। ସୂଚନା ଯେ,…
Read More...

ସରକାରୀ ରାସ୍ତା ଜବରଦଖଲ ନେଇ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ କୁମଣ୍ଡ ଗାଁର ପ୍ରଗତିନଗର ମୌଜାରେ ଏକ ସରକାରୀ ରାସ୍ତାକୁ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ କିଛି ସରକାକାରୀ କର୍ମଚାରୀ ଜବରଦଖଲ କରିବାରେ ସହାୟତା କରିଥିବା…
Read More...

ମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୪ ଲକ୍ଷ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠରେ ଥିବା ୨ଟି ହୁଣ୍ଡି ମଙ୍ଗଳବାର ଖୋଲାଯାଇଥିଲା । ତାଳଚେର ତହସିଲଦାର ମନ୍ମଥ ନାୟକ, ଗୋପାଳପ୍ରସାଦ ଫାଣ୍ଡି ଅଧିକାରୀ…
Read More...

ସଂକୀର୍ତ୍ତନ ଗୁରୁଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଳକ୍ ଘଣ୍ଟପଡା ପଞ୍ଚାୟତର ଚାଳଗଡ ଗ୍ରାମ ବାସିନ୍ଦା ଅନ୍ତର୍ଯ୍ୟାମୀ ରାଉତ(୭୪)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ…
Read More...

ଏମ୍‌ସିଏଲ୍ ପକ୍ଷରୁ ଗୋଟିଏ ଦିନରେ ରେକର୍ଡ କୋଇଲା ପରିବହନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମ୍‌ସିଏଲ୍ ପକ୍ଷରୁ ଗୋଟିଏ ଦିନରେ ରେକର୍ଡ ପରିମାଣର କୋଇଲା ପରିବହନ କରାଯାଇଛି । ମଙ୍ଗଳବାର ୫ ଲକ୍ଷ ୪୫ ହଜାର ଟନ୍‌ କୋଇଲା ପରିବହନ ହୋଇଥିବା ବେଳେ ରେଳ ଯୋଗେ ୩ ଲକ୍ଷ ୬୬ ହଜାର ଟନ୍‌ ଏବଂ ସଡ଼କ…
Read More...

ବର୍ଣାଳୀ ସାହିତ୍ୟ ସଂସଦର ସାରସ୍ଵତ ସମ୍ମିଳନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବର୍ଣ୍ଣାଳୀ ସାହିତ୍ୟ ସଂସଦର ସାରସ୍ୱତ ସମ୍ମିଳନୀ ମହାସମାରୋହରେ ପାଳିତ ହୋଇଯାଇଛି । ସାହିତ୍ୟ ଅନୁରାଗୀ ଓଡିଆ ଭାଷା ପ୍ରେମୀମାନଙ୍କ ମିଳିତ ମୂର୍ଜନାରେ…
Read More...

ରୋଟ୍ରାକ୍ଟ୍ କ୍ଲବ୍ ରୟାଲର ଅଧିଷ୍ଠାନ ଦିବସ

ଅନୁଗୁଳ: ରୋଟାରୀ କ୍ଲବ୍ ଅନୁଗୁଳ ରୟାଲ୍ ପକ୍ଷରୁ ଆନ୍ତର୍ଜାତିକ ଯୁବ ଅନୁଷ୍ଠାନ ରୋଟ୍ରାକ୍ଟ୍ କ୍ଲବ୍ ଅନୁଗୁଳ ରୟାଲର ପ୍ରଥମ ଅଧିଷ୍ଠାନ ଉତ୍ସବ ବଚପନ ପ୍ଲେ' ସ୍କୁଲ ଠାରେ ପାଳିତ ହୋଇଯାଇଛି । ସଭାପତି ରୋଟାରିଆନ ଅଶୋକ ମଣ୍ଡେଠିଆ…
Read More...

ଗହଣା ଦୋକାନରେ ଜିଏସ୍‌ଟି ଚଢ଼ଉ

ଅନୁଗୁଳ: ଅନୁଗୁଳ ସହରର ଗହଣାଦୋକାନ ବନିତ ‘ଜୁଏଲର୍ସ’ରେ ସୋମବାର ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ବିଭାଗ ପକ୍ଷରୁ ଚଢାଉ ହୋଇଛି । ସୋମବାର ମଧ୍ୟାହ୍ନରୁ ଏହି ଚଢଉ ଆରମ୍ଭ ହୋଇଥିଲାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା।…
Read More...
error: Content is protected !!