ବିଜେଡି ସରକାରର ଦୁର୍ନୀତିକୁ ବିରୋଧ: ବଅଁରପାଳ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ଅନୁଗୁଳ: ବିଜେଡି ସରକାରର ଅଗଣତାନ୍ତ୍ରିକ ଶାସନ, ଦୁର୍ନୀତି ଓ ବ୍ୟଭିଚାର ବିରୁଦ୍ଧରେ ଅନୁଗୁଳ ଓ ଛେଣ୍ଡିପଦା ଶାଖା ଭାରତୀୟ ଜନତା ପାର୍ଟି ତରଫରୁ ବଅଁରପାଳ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଗଣବିକ୍ଷୋଭ କରାଯାଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା…

Continue Readingବିଜେଡି ସରକାରର ଦୁର୍ନୀତିକୁ ବିରୋଧ: ବଅଁରପାଳ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କଲା ବିଜେପି

୯ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍

ଅନୁଗୁଳ: ଅନୁଗୁଳ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍ ପକ୍ଷରୁ ୯ ଦଫା ଦାବି ନେଇ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅଣ ସଂଗଠିତ ଶ୍ରମିକଙ୍କର ତଥା ତାଳଚେର ଅଞ୍ଚଳର କେତେକ ସମସ୍ୟା ନେଇ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଉପ…

Continue Reading୯ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍

ଆସନ୍ତା ୨୦ରେ ଆୟୋଜିତ ହେଉଛି ଗୋପାଷ୍ଟମୀ ମେଳା, ଗୋମାତାଙ୍କ ସେବା କରିବାକୁ ଶ୍ରୀଗୋପାଳ ଗୋଶାଳାର ନିମନ୍ତ୍ରଣ

ଅନୁଗୁଳ: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅନୁଗୁଳ ଜିଲ୍ଲା ରନ୍ତଲେଇ ଠାରେ ଶ୍ରୀ ଗୋପାଳ ଗୋଶାଳା ପକ୍ଷରୁ ନଭେମ୍ବର ୨୦ ତାରିଖ ଦିନ ଗୋପାଷ୍ଟମୀ ମେଳା ଆୟୋଜନ କରାଯିବ। ଏହି ଗୋପାଷ୍ଟମୀ ମେଳା ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର…

Continue Readingଆସନ୍ତା ୨୦ରେ ଆୟୋଜିତ ହେଉଛି ଗୋପାଷ୍ଟମୀ ମେଳା, ଗୋମାତାଙ୍କ ସେବା କରିବାକୁ ଶ୍ରୀଗୋପାଳ ଗୋଶାଳାର ନିମନ୍ତ୍ରଣ

ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜରେ ବେଆଇନ ନିଯୁକ୍ତିକୁ ବିରୋଧ: ଜଗନ୍ନାଥ ଜିଏମ୍ କାର୍ଯ୍ୟାଳୟ ସାମ୍ନାରେ ଶାନ୍ତିପୂର୍ଣ୍ଣ ଗଣଧାରଣା

ତାଳଚେର : ତାଳଚେର ବ୍ଲକ୍ ଘଣ୍ଟପଡ଼ା ପଞ୍ଚାୟତସ୍ଥିତ ନୂତନ ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜରେ ବେଆଇନ ନିଯୁକ୍ତିକୁ ବିରୋଧ ଓ ପଞ୍ଚାୟତବାସୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ ଦାବିରେ ଆଜି ପଞ୍ଚାୟତବାସୀ ଏମସିଏଲ ଜଗନ୍ନାଥ କ୍ଷେତ୍ର ଜିଏମ୍ କାର୍ଯ୍ୟାଳୟ ଫାଟକ…

Continue Readingପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜରେ ବେଆଇନ ନିଯୁକ୍ତିକୁ ବିରୋଧ: ଜଗନ୍ନାଥ ଜିଏମ୍ କାର୍ଯ୍ୟାଳୟ ସାମ୍ନାରେ ଶାନ୍ତିପୂର୍ଣ୍ଣ ଗଣଧାରଣା

ବଅଁରପାଳରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ: ୮୬ ଟି ପ୍ରକଳ୍ପ ପ୍ରଦର୍ଶିତ

ବଅଁରପାଳ: ଅନୁଗୁଳ ଜିଲ୍ଲା ଗୋତମରା ସରକାରୀ ଉଚ୍ଚ ବିଦ୍ୟାଳୟରେ ବଅଁରପାଳ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ପରିବେଶ ମେଳା ଅନୁଷ୍ଠିତ ହୋଇଛି। ବିଜ୍ଞାନ ମେଳାରେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଗୋଷ୍ଠୀ ଶିକ୍ଷାଧିକାରୀ ଜିତେନ୍ଦ୍ର କୁମାର ମିଶ୍ର, ରାଜ୍ୟପାଳ ପୁରସ୍କାରପ୍ରାପ୍ତ…

Continue Readingବଅଁରପାଳରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ: ୮୬ ଟି ପ୍ରକଳ୍ପ ପ୍ରଦର୍ଶିତ

ପିସି ଆଦାୟକୁ ବିରୋଧ: ଅନୁଗୁଳ ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପି

ଅନୁଗୁଳ: ସରକାରୀ କାମ ପାଇଁ ପିସି ଆଦାୟକୁ ବିରୋଧ କରି ଆଜି ଅନୁଗୁଳ ବ୍ଲକ ଘେରାଉ କରିଛି ବିଜେପି, ଅନୁଗୁଳ ବ୍ଲକକୁ ଏକ ଶୋଭାଯାତ୍ରାରେ ଆସି ବିଜେପି କର୍ମକର୍ତ୍ତାମାନେ ଘେରିଛନ୍ତି। ଏ ଅବସରରେ ବିଜେପି କର୍ମୀ ଅଭିଯୋଗ କରିଛନ୍ତି ଯେ ପିସି…

Continue Readingପିସି ଆଦାୟକୁ ବିରୋଧ: ଅନୁଗୁଳ ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପି

ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଉଚ୍ଛେଦକୁ ବିରୋଧ: ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଫେରାଦ ହେଲେ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ସହର ହେମସୁରପଡା ସ୍ଥିତ ଦୁର୍ଗାମଣ୍ଡପ ପାଖରେ ଥିବା ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଉଚ୍ଛେଦକୁ ବିରୋଧ କରି ସ୍ଥାନୀୟ ଲୋକ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଫେରାଦ ହୋଇଛନ୍ତି। ଦୀର୍ଘ ୨୦ ବର୍ଷ ହେବ ଉକ୍ତ ସ୍ଥାନରେ ହେମସୁରପଡା…

Continue Readingବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଉଚ୍ଛେଦକୁ ବିରୋଧ: ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଫେରାଦ ହେଲେ ଅଞ୍ଚଳବାସୀ

ଅନୁଗୁଳରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ: ଚଳିତ ବର୍ଷର ଥିମ ରହିଛି ‘କୃତ୍ରିମ ମେଧା ଯୁଗରେ ଗଣମାଧ୍ୟମ’

ଅନୁଗୁଳ: ଆଜି ଅନୁଗୁଳରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଚଳିତ ବର୍ଷର ଜାତୀୟ ପ୍ରେସ ଦିବସର ଥିମ ରହିଛି ‘କୃତ୍ରିମ ମେଧା ଯୁଗରେ ଗଣମାଧ୍ୟମ'। ପ୍ରଥମେ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ: ଚଳିତ ବର୍ଷର ଥିମ ରହିଛି ‘କୃତ୍ରିମ ମେଧା ଯୁଗରେ ଗଣମାଧ୍ୟମ’

ତାଳଚେର ଟ୍ରକ ମାଲିକ ସଂଘର ଧର୍ମଘଟ ପ୍ରତ୍ୟାହୃତ: ୫୦ ଟଙ୍କା ବଢ଼ିଲା ଲୋକାଲ ଭଡ଼ା

ତାଳଚେର: ତାଳଚେରରେ ଚାଲିଥିବା ଟ୍ରକ ମାଲିକ ସଂଘର ଚକା ବନ୍ଦ ଆନ୍ଦୋଳନ ଆଜି ବନ୍ଦ ହୋଇଛି। ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ ଗୁରୁତ୍ବର ସହ ନେଇ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମନୋଜ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ମାଲିକ ସଂଘ ଓ…

Continue Readingତାଳଚେର ଟ୍ରକ ମାଲିକ ସଂଘର ଧର୍ମଘଟ ପ୍ରତ୍ୟାହୃତ: ୫୦ ଟଙ୍କା ବଢ଼ିଲା ଲୋକାଲ ଭଡ଼ା

ସନ୍ଥପଡ଼ାକୁ ଏନଟିପିସି ଓ ପ୍ରଶାସନର ଅଣଦେଖାକୁ ବିରୋଧ, ୭ ଦିନ ଭିତରେ ସମସ୍ୟା ସମାଧାନ ନ କଲେ କାର୍ଯ୍ୟବନ୍ଦ ଚେତାବନୀ ଦେଲେ ସରପଞ୍ଚ

ତାଳଚେର: ଏନଟିପିସି ଟିଟିପିଏସ ଦ୍ୱାରା କ୍ଷତିଗ୍ରସ୍ତ ତାଳଚେର ବ୍ଲକ ସନ୍ଥପଡାରେ କମ୍ପାନୀ କୌଣସି ଉନ୍ନତିମୂଳକ କାର୍ଯ୍ୟ କରୁ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ସରପଞ୍ଚ ସହଦେବ ସାହୁ। ଏନେଇ ସେ ବାରମ୍ବାର ଏନଟିପିସି କର୍ତ୍ତୃପକ୍ଷ ଓ ପ୍ରଶାସନକୁ ପଦକ୍ଷେପ ନେବାକୁ…

Continue Readingସନ୍ଥପଡ଼ାକୁ ଏନଟିପିସି ଓ ପ୍ରଶାସନର ଅଣଦେଖାକୁ ବିରୋଧ, ୭ ଦିନ ଭିତରେ ସମସ୍ୟା ସମାଧାନ ନ କଲେ କାର୍ଯ୍ୟବନ୍ଦ ଚେତାବନୀ ଦେଲେ ସରପଞ୍ଚ