ଶୋଚନୀୟ ହୋଇ ପଡ଼ିଛି ୧୪୯ ନମ୍ବର ଜାତୀୟ ରାଜପଥ: ଅବସ୍ଥା ସୁଧାରିବାକୁ ଉପଜିଲ୍ଲାପାଳଙ୍କୁ ଭେଟିଲା ବିଜେପି
ତାଳଚେର: ମରଣଯନ୍ତା ପାଲଟିଛି ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯।ତାଳଚେର ତାଳବେଡା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୩୦ ବର୍ଷ ପୂର୍ବରୁ ଯେଉଁଭଳି ରାସ୍ତା ଥିଲା ଆଜି ମଧ୍ୟ ସେହିପରି ରାସ୍ତା…





