ଲାଞ୍ଚ ନେଇ ଚାକିରିରୁ ବିଦା ହେଲେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ

  ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ ପଙ୍କଜିନୀ ବିଶ୍ୱାଳଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ୨୦୨୩ ମସିହା ମେ ୧୨ ତାରିଖରେ ଲାଞ୍ଚ ନେବା ମାମଲାରେ ଅନୁଗୁଳ ଭିଜିଲାନ୍ସ କୋର୍ଟରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।…

Continue Readingଲାଞ୍ଚ ନେଇ ଚାକିରିରୁ ବିଦା ହେଲେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ

ଏୟାର କୁଲିଂ ହେଲମେଟ୍‌ ପିନ୍ଧିଲେ ଟ୍ରାଫିକ ପୋଲିସ

  ଭୁବନେଶ୍ୱର : ଏୟାର କୁଲିଂ ହେଲମେଟ୍‌ ପିନ୍ଧିଲେ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ପୋଲିସ । ପରୀକ୍ଷାମୂଳକ ଭାବେ ଟ୍ରାଫିକ କନେଷ୍ଟବଳଙ୍କ ପାଇଁ ଏୟାର କୁଲିଂ ହେଲମେଟ୍‌ ଆରମ୍ଭ ହୋଇଛି। ପାରଦ ଉପରମୁହାଁ ହୋଇଥିବା ବେଳେ ଟ୍ରାଫିକ କନେଷ୍ଟବଳଙ୍କ ପାଇଁ କାମ…

Continue Readingଏୟାର କୁଲିଂ ହେଲମେଟ୍‌ ପିନ୍ଧିଲେ ଟ୍ରାଫିକ ପୋଲିସ

ଓଭରବ୍ରିଜ ଉପରେ ଠିଆ ହୋଇ ମହାନଦୀ ଦେଖୁଥିବା ବେଳେ ଧକ୍କା ଦେଲା ଆମ୍ବୁଲାନ୍ସ: ଦମ୍ପତି ମୃତ, ବର୍ତ୍ତିଗଲେ ୨ ଶିଶୁ

  ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା କିଆକଟା ଓଭର ବ୍ରିଜ ଉପରେ ବାଇକ ରଖି ଠିଆ ହୋଇଥିବା ବେଳେ ଧକ୍କା ଦେଲା ଆମ୍ବୁଲାନ୍ସ। ଘଟଣାସ୍ଥଳରେ ଚାଲିଗଲା ଦମ୍ପତିଙ୍କ ଜୀବନ। ଅଳ୍ପକେ ବର୍ତ୍ତିଗଲେ ଦୁଇ ଶିଶୁ। ସୂଚନା ମୁତାବକ, କିଆକଟା ଓଭର ବ୍ରିଜରେ ମିଟୁ…

Continue Readingଓଭରବ୍ରିଜ ଉପରେ ଠିଆ ହୋଇ ମହାନଦୀ ଦେଖୁଥିବା ବେଳେ ଧକ୍କା ଦେଲା ଆମ୍ବୁଲାନ୍ସ: ଦମ୍ପତି ମୃତ, ବର୍ତ୍ତିଗଲେ ୨ ଶିଶୁ

ରାମ ନବମୀରେ ଜାତିଆଣ ଆକ୍ଷେପକୁ ନେଇ ଯୁବକଙ୍କ ମୁଣ୍ଡ ଫଟାଇଲେ, ଏସପିଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ ଗ୍ରାମବାସୀ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମରେ ରାମ ନବମୀ ଚାଲିଥିବା ବେଳେ ଜାତିଆଣ ଆକ୍ଷେପ କରି ଜଣେ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼ମାରି ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି। ଚନ୍ଦନପୁର ଗ୍ରାମର ଦଳିତ ବ୍ୟକ୍ତିମାନେ…

Continue Readingରାମ ନବମୀରେ ଜାତିଆଣ ଆକ୍ଷେପକୁ ନେଇ ଯୁବକଙ୍କ ମୁଣ୍ଡ ଫଟାଇଲେ, ଏସପିଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ଆଠମଲ୍ଲିକରେ ବିଜେପିର ବିଶାଳ କର୍ମୀ ସମ୍ମିଳନୀ: ଆଗାମୀ ନିର୍ବାଚନରେ ଦଳକୁ ଜିତାଇବା ଉପରେ ଗୁରୁତ୍ୱ

  ଅନୁଗୁଳ: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କଦଳିମୁଣ୍ଡା ପଞ୍ଚାୟତର କୁସୁଣୀ ଆମ୍ବ ବଗିଚା ଠାରେ ବିଜେପିର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପୂର୍ବତନ ମନ୍ତ୍ରୀ ସଂଜୀବ କୁମାର ସାହୁ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ବିଜେପି ନେତା ଅର୍ଜୁନ ସାହୁ,…

Continue Readingଆଠମଲ୍ଲିକରେ ବିଜେପିର ବିଶାଳ କର୍ମୀ ସମ୍ମିଳନୀ: ଆଗାମୀ ନିର୍ବାଚନରେ ଦଳକୁ ଜିତାଇବା ଉପରେ ଗୁରୁତ୍ୱ

ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ଚଢ଼ଉ: ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ, ୧୭ଗିରଫ

ଅନୁଗୁଳ: ନିର୍ବାଚନ ଅବ୍ୟବହିତ ପୂର୍ବରୁ ଅନୁଗୁଳ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଦାଗୀ, ଡକାୟତି, ରାହାଜାନି ଓ ସନ୍ଦେହୀ ଗତି ବିଧି ଉପରେ ନଜର ରଖାଯିବା ସଙ୍ଗେ ସଙ୍ଗେ ସାନ୍ଧ୍ୟ ଓ ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗତ ୧୮…

Continue Readingଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ଚଢ଼ଉ: ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ, ୧୭ଗିରଫ

ଆଇପିଏସ୍‌ ସଂଜୟ ସିଂହଙ୍କ ସ୍ୱେଚ୍ଛାକୃତ ଅବସର, ୨ ବର୍ଷ ଥିଲେ ଅନୁଗୁଳ ଏସ୍‌ପି

ଭୁବନେଶ୍ବର: ସ୍ୱେଚ୍ଛାକୃତ ଅବସର (ଭିଆରଏସ୍‌) ନେଇଛନ୍ତି ୧୯୯୬ ବ୍ୟାଚ୍‌ର ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ସଂଜୟ ସିଂହ। ସଂଜୟ ସିଂହଙ୍କ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ ମଞ୍ଜୁର କରିଛି। ସଞ୍ଜୟ ସିଂହ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି…

Continue Readingଆଇପିଏସ୍‌ ସଂଜୟ ସିଂହଙ୍କ ସ୍ୱେଚ୍ଛାକୃତ ଅବସର, ୨ ବର୍ଷ ଥିଲେ ଅନୁଗୁଳ ଏସ୍‌ପି

ଆକାଶରୁ ନିଆଁ ବର୍ଷୁଛି: ତାଳଚେରରେ ୩୫ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ସାରା ରାଜ୍ୟରେ ଅସମ୍ଭାଳ ତାତି। ଆକାଶରୁ ନିଆଁ ବର୍ଷୁଛି। ଆଜି ସକାଳୁ ଆରମ୍ଭ ହୋଇଯାଇଛି ଅସହ୍ୟ ତାତି। ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ତାପମାତ୍ରା ୩୫ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣା ୩୪.୫, ଟିଟିଲାଗଡ଼ ୩୩.୪, ଝାରସୁଗୁଡ଼ା ଓ…

Continue Readingଆକାଶରୁ ନିଆଁ ବର୍ଷୁଛି: ତାଳଚେରରେ ୩୫ ଡିଗ୍ରୀ ରେକର୍ଡ

ତୁରଙ୍ଗ ମିନି ଷ୍ଟାଡିୟମପଡ଼ିଆରେ ବିଜେଡିର କର୍ମୀ ସମ୍ମିଳନୀ ଆୟୋଜିତ, ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲେ ଟାର୍ଗେଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ତୁରଙ୍ଗ ମିନି ଷ୍ଟାଡିୟମପଡ଼ିଆରେ ପହଞ୍ଚିଲେ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସେଠାରେ ସେ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଭୋଟ ଭିକ୍ଷା କରିଥିଲେ। ଏ ଅବସରରେ…

Continue Readingତୁରଙ୍ଗ ମିନି ଷ୍ଟାଡିୟମପଡ଼ିଆରେ ବିଜେଡିର କର୍ମୀ ସମ୍ମିଳନୀ ଆୟୋଜିତ, ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲେ ଟାର୍ଗେଟ

ବେଆଇନ ଗୋରୁଚାଲାଣ ଅଭିଯୋଗ

ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରୁ ବେଆଇନ ଭାବରେ କିଛିଦିନ ହେବ ଗୋରୁଚାଲାଣ କରାଯାଉଛି। ବାରମ୍ବାର ବେଆଇନ ଭାବରେ ଗୋରୁଚାଲାଣ କରାଯାଉଥିଲେ ମଧ୍ୟ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଉ ନଥ‌ିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ଅବାଧ ଗୋରୁ ଚାଲାଣ…

Continue Readingବେଆଇନ ଗୋରୁଚାଲାଣ ଅଭିଯୋଗ