ଦୋସାରେ ଅସରପା!
ଅନୁଗୁଳ: ଦୋସା ମସଲାରେ ଅସରପା। ରବିବାର ସକାଳେ ଅନୁଗୁଳ ବସଷ୍ଟାଣ୍ଡ ସ୍ଥିତ ଏକ ହୋଟେଲରେ ଏଭଳି ଏକ ଘଟଣାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ବାମୀ ସ୍ତ୍ରୀ ଜଳଖିଆ ଖାଉଥିବା ବେଳେ ସ୍ଵାମୀଙ୍କ ଦୋସା ମସଲାରୁ ମଲା ଅସରପାଟିଏ ବାହାରିଲା।…
ଅନୁଗୁଳ: ଦୋସା ମସଲାରେ ଅସରପା। ରବିବାର ସକାଳେ ଅନୁଗୁଳ ବସଷ୍ଟାଣ୍ଡ ସ୍ଥିତ ଏକ ହୋଟେଲରେ ଏଭଳି ଏକ ଘଟଣାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ବାମୀ ସ୍ତ୍ରୀ ଜଳଖିଆ ଖାଉଥିବା ବେଳେ ସ୍ଵାମୀଙ୍କ ଦୋସା ମସଲାରୁ ମଲା ଅସରପାଟିଏ ବାହାରିଲା।…
ଅନୁଗୁଳ: ଲେଖକ, ପ୍ରକାଶକ, ପାଠକ ସମସ୍ତେ ଚାହିଁ ବସିଥାନ୍ତି ଶାରଦୀୟ ପତ୍ରିକା ହାଟକୁ। ଏହି ସମୟରେ ବରିଷ୍ଠ ଓ କନିଷ୍ଠ କବି ଓ ଲେଖକଙ୍କ ଲେଖାରେ ସମୃଦ୍ଧ ବିଭିନ୍ନ ପତ୍ରିକା ବଜାରକୁ ଆସେ। ପାଠକ ଓ ସାହିତ୍ୟପ୍ରେମୀ ପତ୍ରିକା କିଣନ୍ତି, ପଢ଼ନ୍ତି।…
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଯୋଗଦାନ ପରଠାରୁ କରୋନା ମୁକାବିଲା ଉପରେ ସମ୍ପୂର୍ଣ୍ଣ ଫୋକସ୍ କରିଛନ୍ତି। ସାମାଜିକ ଦୂରତା ବଜାୟ ନ ରଖିଲେ ଦୋକାନ ସିଲ୍। ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟକୁ ଜୋର୍ଦାର କରିବା ସହ କୋଭିଡ୍…
ଅନୁଗୁଳ: ରାସ୍ତାକଡ଼ ଟ୍ୟାପ୍ରୁ ପାଣି ବୋହୁଥିବ ଯେ, ବୋହୁଥିବ। ସରକାରୀ, ବେସରକାରୀ କୋଠାଘର ପାଣି ଟାଙ୍କି ଭର୍ତ୍ତି ହୋଇ ଘଣ୍ଟା ଘଣ୍ଟା ଧରି ଉଛୁଳି ତଳେ ପଡୁଥିବ। ହେଲେ ଏସବୁ ପ୍ରତି କାହାରି ନିଘା ନଥାଏ। ଏବେ କିନ୍ତୁ ସେ ବେପରବାୟ…
ଅନୁଗୁଳ: ଜିଲ୍ଲାରେ କ୍ରୀଡ଼ାର ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ସମୟରେ ପ୍ରତିଶ୍ରୁତି ମିଳିଛି। କିନ୍ତୁ ସରକାରୀ ଅବହେଳା କାରଣରୁ କ୍ରୀଡ଼ାପ୍ରେମୀଙ୍କୁ ଅନେକ ସମୟରେ ନିରାଶ ହେବାକୁ ପଡ଼ିଛି। ଅନୁଗୁଳ ଷ୍ଟାଡିୟମ୍ ନିକଟରେ ଆଜକୁ ୭ ବର୍ଷ ତଳେ ଶିଳାନ୍ୟାସ ହୋଇଥିଲା ଟେନିସ୍…
ଅନୁଗୁଳ: ଅନୁଗୁଳରେ ନିରାମୟ ଔଷଧର ଘୋର ଅଭାବ ବେଳେ ରୋଗୀମାନେ ଜନଔଷଧୀ ଷ୍ଟୋର ଉପରେ ବହୁଳ ଭାବେ ନିର୍ଭର କରିଥାନ୍ତି। କିନ୍ତୁ ଏହି ଷ୍ଟୋରରେ ମଧ୍ଯ ସବୁବେଳେ ଜୀବନ ରକ୍ଷାକାରୀ ଔଷଧର ଅଭାବ ଦେଖାଦେଉଛି। ଫଳରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ଆମ…
ଅନୁଗୁଳ: ଆଜି ଅନୁଗୁଳ ସହରାଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। କୋଭିଡ୍ କଟକଣା ଯୋଗୁଁ ପୂଜା କମିଟିର କର୍ମକର୍ତ୍ତାମାନେ ନିରାଡ଼ମ୍ବର ଭାବେ ପୂଜା ସାରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ଆଜି ମହାସପ୍ତମୀ ପୂଜା ଅବସରରେ କଳସ ଶୋଭାଯାତ୍ରା, ହୋମ, ଯଜ୍ଞ,…
ତାଳଚେର: ତାଳଚେର ବାଘୁଆବୋଲ ଶିବ ମନ୍ଦିର ନିକଟରେ ଥିବା ଏକ କୂଅ ପାର୍ଶ୍ୱର ଚଟାଣ ପ୍ରାୟ ୪ ଫୁଟ ଦବି ଯାଇଛି। ତାଳଚେର ଅଞ୍ଚଳରେ ବାରମ୍ବାର ମାଟି ଦବିବା ଘଟଣା ନେଇ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଅବ୍ୟବହୃତ ଭୂତଳ…
ଅନୁଗୁଳ: ଶୁକ୍ରବାର ଅନୁଗୁଳରେ ପିଆଜର ଖୁଚୁରା ଦର ୯୦ ଟଙ୍କାରେ ପହଞ୍ଚିଗଲାଣି। ପାର୍ବଣ ସମୟରେ ପିଆଜର ଏଭଳି ଦରବୃଦ୍ଧି ଗ୍ରାହକଙ୍କ ମୁଣ୍ତବ୍ୟଥାର କାରଣ ସାଜିଛି। ତେବେ ପିଆଜର ଦରବୃଦ୍ଧି ନୂଆ କଥା ନୁହେଁ, ଗତ ୨ ବର୍ଷ ହେଲା ଏଭଳି ପରିସ୍ଥିତି…
ଅନୁଗୁଳ: ଅନୁଗୁଳ ସହରାଞ୍ଚଳରେ ଦିନକୁ ଦିନ ଯାଯାବରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ଯାଯାବର ପରିବାର ଅନୁଗୁଳ ଷ୍ଟାଡିୟମ୍, ଅମଲାପଡ଼ା, ହୁଲୁରିସିଂହାର ବିଭିନ୍ନ ଖୋଲା ଜାଗାରେ ରାତ୍ରି ଯାପନ କରୁଛନ୍ତି। ୬ରୁ ୧୪ ବର୍ଷ ମଧ୍ୟରେ ପ୍ରାୟ ଦେଢ଼ଶହ ନାବାଳକ ରାତି…