ରେଳ ବିଭାଗରେ ନିଯୁକ୍ତି ଓ ଘରୋଇକରଣ ବନ୍ଦ ଦାବିରେ ବିକ୍ଷୋଭ
ଅନୁଗୁଳ: ରେଳ ବିଭାଗରେ ନିଯୁକ୍ତି ଦେବା ଓ ଘରୋଇକରଣ ବନ୍ଦ ଦାବିରେ ବୁଧବାର ଜିଲ୍ଲା କାର୍ଯ୍ୟାଳୟ ସାମ୍ନାରେ ଅଲ୍ ଇଣ୍ଡିଆ ଅନ୍ଏଫ୍ଲୋୟେଡ୍ ୟୁଥ୍ ଷ୍ଟ୍ରଗଲ୍ କମିଟି ଅନୁଗୁଳ ଶାଖା ତରଫରୁ ବିକ୍ଷୋଭ କରାଯାଇଛି। ରେଳ ବିଭାଗରେ ଆରଆରବିର ଏନଟିପିସି ପରୀକ୍ଷାରେ ହୋଇଥିବା…





