ମାର୍ଚ୍ଚ ୨୭ରେ ଓକିଲ ସଂଘ ନିର୍ବାଚନ

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ନିର୍ବାଚନ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ । ସଂଘ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଏଥିନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନୁଗୁଳ ଓକିଲ ସଂଘର ଏକ…

Continue Readingମାର୍ଚ୍ଚ ୨୭ରେ ଓକିଲ ସଂଘ ନିର୍ବାଚନ

ଦମ୍ପତିଙ୍କୁ ଆକ୍ରମଣ କରି ସୁନାହାର ଲୁଟ୍ ଉଦ୍ୟମ

ଅନୁଗୁଳ: ତାଳଚେର ଥାନା ଇଲାକାରେ ଛିନ୍‌ତାଇ ଥମିବାର ନାଁ’ ନେଉନି । ପୁଲିସ୍ ଶୁକ୍ରବାର ଏକ ଛିନ୍‌ତାଇ ଗ୍ୟାଙ୍ଗକୁ କାବୁ କରିଥିବା ବେଳେ ସେପଟେ ଭୁବନେଶ୍ୱରୀ କୋଇଲା ଖଣି ରାସ୍ତାରେ ଦମ୍ପତିକୁ ଆକ୍ରମଣ କରି ସୁନା ହାର ଲୁଟ୍ ଉଦ୍ୟମ ହୋଇଛି…

Continue Readingଦମ୍ପତିଙ୍କୁ ଆକ୍ରମଣ କରି ସୁନାହାର ଲୁଟ୍ ଉଦ୍ୟମ

ଅନୁଗୁଳ ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘ ନିର୍ବାଚନ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ପୁଲିସ ଓ ହାବିଲଦାର ସଂଘ ନିର୍ବାଚନ ଫଳାଫଳ ଗୁରୁବାର ଘୋଷଣା ହୋଇଛି । ଏଥିରେ ବାବୁଲି ନାୟକ ସଭାପତି, ଅରବିନ୍ଦ ସାହୁ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ରାଜଶ୍ରୀ ପ୍ରଧାନ, ସହ…

Continue Readingଅନୁଗୁଳ ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘ ନିର୍ବାଚନ

ଅଟୋ ଓଲଟି ୪ ଗୁରୁତର

ଅନୁଗୁଳ: ଗୁରୁବାର ଛେଣ୍ଡିପଦା ଥାନା ଜରପଡା ରାସ୍ତାର ସୁନାଭୂଇଁ ନିକଟରେ ଭାରସାମ୍ୟ ହରlଇ ଏକ ଅଟୋ ରାସ୍ତା ଉପରେ ଓଲଟିପଡିଥିଲା। ଏଥିରେ ଆସୁଥିବା ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଅପରହ୍ମ ସାଢ଼େ ତିନିଟା ବେଳେ ଜରପଡା ଥାନା ନାଉପଦାରୁ…

Continue Readingଅଟୋ ଓଲଟି ୪ ଗୁରୁତର

ବାଇକ୍‌ ଡିକିରୁ ୧୫ ହଜାର ଲୁଟ୍

ଅନୁଗୁଳ: ବଅଁରପାଳ ବ୍ଳକ୍ ମହାଧରପୁର ହାଟଛକ ନିକଟସ୍ଥ ଏକ ଚା’ ଦୋକାନ ମଙ୍ଗଳବାର ମଧ୍ୟାହ୍ନ ବେଳେ ୧୫ ହଜାର ଟଙ୍କା ଲୁଟ୍ ହୋଇଛି । ଏକ ଫେରିବାଲା ଦମ୍ପତି ଡିକିରୁ ଟଙ୍କାତକ ଧରି ଛୁ’ ମାରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ,…

Continue Readingବାଇକ୍‌ ଡିକିରୁ ୧୫ ହଜାର ଲୁଟ୍

ସ୍ବାବଲମ୍ବୀ କରାଇବାକୁ ପ୍ରଶାସନର ପ୍ରୟାସ

ଅନୁଗୁଳ: ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅନ୍ତର୍ଗତ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନାରେ ମା ମହାମୟୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ସସ୍ମିତା ପ୍ରଧାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଏକ ଅଟୋରିକ୍ସା ଯୋଗାଇ ଦିଆଯାଇଛି…

Continue Readingସ୍ବାବଲମ୍ବୀ କରାଇବାକୁ ପ୍ରଶାସନର ପ୍ରୟାସ

ନୁଥୁରିପଶିରେ ମାଗେ ପରବ

ଅନୁଗୁଳ: ପାଲଲହଡା ବ୍ଳକ୍‌ର ଆଦିବାସୀ ବହୁଳ ନୁଥୁରିପଶି ଗ୍ରାମରେ ମାଗେ ପର୍ବ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ମାଘ ମାସରେ ଏହି ପର୍ବ ପାଳିତ ହୋଇଥାଏ । ଗ୍ରାମର ପୂଜକ ଗୁରୁଚରଣ ସୁଣ୍ଢି ଓ ପ୍ରଧାନ ହେମରମ ମିଶି ପରମ୍ପରା…

Continue Readingନୁଥୁରିପଶିରେ ମାଗେ ପରବ

ଗୋପୀନାଥପୁର ଆମ୍ବତୋଟାରୁ ଦରପୋଡ଼ା ମୃତଦେହ ଜବତ

ଅନୁଗୁଳ: ନାଲକୋନଗର ଥାନା ଗୋପିନାଥପୁର ଗାଁ ପାଖ ଆମ୍ବତୋଟାରୁ ଏକ ଗଳିତ ମୃତଦେହ ପୁଲିସ୍ ଜବତ କରିଛି। ତାଙ୍କ ଘର ଆଠମଲ୍ଳିକ ଥାନା ଇଲାକାରେ, ସେ କିନ୍ତୁ ନାଲକୋ ମୁଣ୍ଡା ହଟିଂରେ ତେଜରାତି ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ଗତ ୧୯…

Continue Readingଗୋପୀନାଥପୁର ଆମ୍ବତୋଟାରୁ ଦରପୋଡ଼ା ମୃତଦେହ ଜବତ

୭ ନମ୍ବର୍ ଜୋନରେ ହେଉନି ଉନ୍ନୟନମୂଳକ କାର୍ଯ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ୭ ନମ୍ବର ଜୋନ୍‌ରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ୍ ହୋଇଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଂଜନ କର୍ଣ୍ଣ। ପୂର୍ବରୁ ଏ ନେଇ ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ ବିଭାଗ ସଚିବ ଓ…

Continue Reading୭ ନମ୍ବର୍ ଜୋନରେ ହେଉନି ଉନ୍ନୟନମୂଳକ କାର୍ଯ୍ୟ

ଛିଣ୍ଡିଲା ବିଦ୍ୟୁତ୍ ତାର

ଅନୁଗୁଳ: ବଅଁରପାଳ ବ୍ଲକ୍ ଗଡ଼ବୁଢ଼ାପଙ୍କ ଗାଁରେ ରବିବାର ଦିନ ୧୨ଟା ବେଳେ ଏକ ବିଦ୍ୟୁତ୍ ତାର ଆପେ ଜଳି ଛିଣ୍ଡି ଯାଇଥିଲା। ଫଳରେ ଗ୍ରାମବାସୀଙ୍କ ବିଦ୍ୟୁତ୍ ଉପକରଣ ପୋଡ଼ିଯାଇଥିଲା। ତାର ଛିଣ୍ଡିବା ପରେ ସେଠାରୁ ଶହେ ମିଟର ଦୂରରେ ଥିବା ସ୍କୁଲ୍‌ରେ…

Continue Readingଛିଣ୍ଡିଲା ବିଦ୍ୟୁତ୍ ତାର